ଆଇପିସି ଏବଂ ସିଆରପିସିରେ ଆସିବ ପରିବର୍ତ୍ତନ

ନୂଆଦିଲ୍ଲୀ: ଲଗାତାର ବିଭିନ୍ନ ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବେ ଭାରତୀୟ ପିଙ୍ଗଳ କୋଡ୍‌ ବା ଆଇପିସି ଏବଂ କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜିଓର ଆଦିରେ ପରିବର୍ତ୍ତନ ଆଣିବାର ଅଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଏ ବିଷୟରେ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ବିଳମ୍ବିତ ନ୍ୟାୟ ବଡ଼ ପ୍ରସଙ୍ଗ ପାଲଟିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମକୁ ୭ ବର୍ଷ ପୁରିସାରିଛି। ହାଇଦ୍ରାବାଦ ଘଟଣାରେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯିବା ସହ […]

shah

shah

Subrat Kumar Nayak
  • Published: Sunday, 08 December 2019
  • Updated: 08 December 2019, 06:29 PM IST

Sports

Latest News

ନୂଆଦିଲ୍ଲୀ: ଲଗାତାର ବିଭିନ୍ନ ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବେ ଭାରତୀୟ ପିଙ୍ଗଳ କୋଡ୍‌ ବା ଆଇପିସି ଏବଂ କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜିଓର ଆଦିରେ ପରିବର୍ତ୍ତନ ଆଣିବାର ଅଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଏ ବିଷୟରେ ଘୋଷଣା କରିଛନ୍ତି।

ବର୍ତ୍ତମାନ ଦେଶରେ ବିଳମ୍ବିତ ନ୍ୟାୟ ବଡ଼ ପ୍ରସଙ୍ଗ ପାଲଟିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମକୁ ୭ ବର୍ଷ ପୁରିସାରିଛି। ହାଇଦ୍ରାବାଦ ଘଟଣାରେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ପୋଡ଼ିଦେବା ଘଟଣା ପରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟରକୁ ବେଶ କିଛି ଲୋକ ନ୍ୟାୟ ଭାବିନେଇଛନ୍ତି। ଅନ୍ୟପକ୍ଷରେ ଉନ୍ନାଓରେ ଗଣଦୁଷ୍କର୍ମ ପରେ ବି ମୁକ୍ତ ଭାବେ ବୁଲୁଥିବା ଅଭିଯୁକ୍ତ ପୀଡ଼ିତାଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏଭଳି ଏକ ସମୟରେ ଆଇପିସିରେ ପରିବର୍ତ୍ତନ ପ୍ରସଙ୍ଗ ଲଗାତାର ଉଠାଉଛନ୍ତି।

ପୁଣେଠାରେ ଡିଜିପି ଏବଂ ଆଇଜିପିମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଅରଜିର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବା ପାଇଁ ଆଇପିସି ଏବଂ ସିଆରପିସିରେ ପରିବର୍ତ୍ତନ ଅଣାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ଶାହ କହିଥିଲେ, ମୋବ ଲିଞ୍ଚିଂ ସମ୍ପର୍କିତ ଆଇପିସି ଏବଂ ସିଆରପିସି ଆଇନରେ ଆମେଣ୍ଡମେଣ୍ଟ କରିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଆଇନଗତ ପରିବର୍ତ୍ତନ ନେଇ ପରାମର୍ଶ ଦେବ। ଅନୁଭୂତି ସମ୍ପନ୍ନ ତଦନ୍ତ ଅଧିକାରୀ ଏବଂ ଓକିଲଙ୍କ ସହ ଆଲୋଚନା କରିତ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳମାନେ ମଧ୍ୟ ପରାମର୍ଶ ଦେଇପାରିବେ ବୋଲି ଶାହ କହିଥିଲେ।

ଗତ ସପ୍ତାହରେ ସ୍ୱରାଷ୍ଟ୍ର ସଚିବ ଜି କିଶନ୍‌ ରେଡ୍ଡି କହିଥିଲେ, ହତ୍ୟା ଓ ଦୁଷ୍କର୍ମ ଭଳି ଅପରାଧିକ ମାମଲାର ଶୁଣାଣି ତ୍ୱରାନ୍ୱିତ କରିବା ପାଇଁ ଆଇପିସି ଏବଂ ସିଆରପିସିରେ ପରିବର୍ତ୍ତନ ଅଣାଯିବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story