ଗୁଜରାଟରେ ମୋଦିଙ୍କ ନିର୍ବାଚନୀ ଥୋପ: ମୁଖ୍ୟମନ୍ତ୍ରୀ ଥିଲା ବେଳେ ଶିଳାନ୍ୟାସ କରିଥିଲେ, ପ୍ରଧାନମନ୍ତ୍ରୀ ହୋଇ ଉଦ୍‌ଘାଟନ କଲେ  

ଅହମ୍ମଦାବାଦ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ରୋ-ରୋ ଫେରି ସେବା ଆରମ୍ଭ କରିଛନ୍ତି । ୬୧୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଘୋଘା ଓ ଦହେଜ ମଧ୍ୟରେ ଜଳପଥରେ ପରିବହନ  ହୋଇପାରିବ।   ପୂର୍ବରୁ ଏହି ରାସ୍ତାକୁ ଅତିକ୍ରମ କରିବା ପାଇଁ ୭ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ନୂଆ ପ୍ରକଳ୍ପ ଦ୍ୱାରା ମାତ୍ର ଏକ ଘଣ୍ଟାରେ ଯାତ୍ରୀମାନେ ଯାଇପାରିବେ।   ପ୍ରାଥମିକ ପର୍ଯ୍ୟାୟରେ ରୋ-ରୋ ଫେରି ସେବା ଦିନକୁ ତିନିଥର ଚାଲିବ। […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 09:18 PM IST

Sports

Latest News

ଅହମ୍ମଦାବାଦ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ରୋ-ରୋ ଫେରି ସେବା ଆରମ୍ଭ କରିଛନ୍ତି । ୬୧୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଘୋଘା ଓ ଦହେଜ ମଧ୍ୟରେ ଜଳପଥରେ ପରିବହନ  ହୋଇପାରିବ।   ପୂର୍ବରୁ ଏହି ରାସ୍ତାକୁ ଅତିକ୍ରମ କରିବା ପାଇଁ ୭ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ନୂଆ ପ୍ରକଳ୍ପ ଦ୍ୱାରା ମାତ୍ର ଏକ ଘଣ୍ଟାରେ ଯାତ୍ରୀମାନେ ଯାଇପାରିବେ।   ପ୍ରାଥମିକ ପର୍ଯ୍ୟାୟରେ ରୋ-ରୋ ଫେରି ସେବା ଦିନକୁ ତିନିଥର ଚାଲିବ।  ଏଥିରେ କେବଳ ଯାତ୍ରୀମାନେ ଯାଇପାରିବେ।  ଦ୍ୱିତୀୟ ପର୍ଯ୍ୟାୟରେ କାର ପରିବହନ ସେବା ଯୋଗାଇଦିଆଯିବ।  ଏହାପରେ ଚୂଡାନ୍ତ ପର୍ଯ୍ୟାୟରେ ଜଳପଥରେ ଟ୍ରକ ଗୁଡିକୁ ମଧ୍ୟ ପରିବହନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କୁହାଯାଉଥିବା ଏହି ରୋଲ ଅନ୍ ରୋଲ ଅଫ୍ ପ୍ରକଳ୍ପ ପାଇଁ ୨୦୧୨ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା  ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ରମୋଦି ଏହାର ଶିଳାନ୍ୟାସ କରିଥିଲେ।  ଦୀର୍ଘ ଦିନ ପ୍ରକଳ୍ପ କାମ ପଡି ରହିବା ପରେ ଏହାର ବ୍ୟୟ ଅଟକଳ ବଢିବାରେ ଲାଗିଥିଲା।   ଶେଷରେ କିନ୍ତୁ  ପ୍ରକଳ୍ପ ବାସ୍ତବରୂପ ନେଇଛି। ଏହି ପ୍ରକଳ୍ପ ଦ୍ୱାରା ଘୋଘା ଓ ଦହେଜ ମଧ୍ୟରେ ଦୂରତା ଅନେକ ପରିମାଣରେ କମିଯିବ। ରାସ୍ତାରେ ଯିବା ପାଇଁ ୩୫୦କିଲୋମିଟର ଅତିକ୍ରମ କରିବାକୁ ପଡୁଥିବା ବେଳେ ଜଳପଥରେ ଏହା ମାତ୍ର ୩୦ କିମି ରହିବ। ଏହି ପ୍ରକଳ୍ପ ଦ୍ୱାରା ସୁରତରେ ହୀରା କଟିଂ ଓ ପଲିସିଂ କ୍ଷେତ୍ରରେ କାମରୁଥିବା ଲୋକମାନେ ବିଶେଷ ଉପକୃତ ହେବେ।

ଆଗକୁ ଆସୁଛି ଗୁଜୁରାଟ ନିର୍ବାଚନ।  ଭୋଟର ମାନଙ୍କୁ ମନେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ।   ନେତାମାନେ ଗୁଜୁରାଟର ବିଭିନ୍ନ ସ୍ଥାନରେ ଯାଇ ପ୍ରଚାର କରୁଛନ୍ତି। ରାଜ୍ୟରେ ଶାସନ କରୁଥିବା ବିଜେପି ଏଥିରେ କେଇପାଦ ଆଗରେ ଅଛି । ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଥର ଗୁଜରାଟ ଯାଇ ବିକାଶର ମନ୍ତ୍ର ଦେଇଛନ୍ତି।  ଆଜି ଏଥିରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି।   ଗୁଜରାଟର ଘୋଘା ଓ  ଦହେଜ ମଧ୍ୟରେ ଆରମ୍ଭ ହୋଇଛି ରୋ-ରୋ ଫେରି ସେବା।  ୬୧୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story