ଜନ୍ମମାଟିରେ ମୋଦି: ନିଜ ସ୍କୁଲ ମାଟିକୁ ପ୍ରଣାମ କଲେ, ଗୁରୁଙ୍କୁ ଭେଟିଲେ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଘରବାହୁଡା।  ୫ବର୍ଷ ପରେ ମୋଦି ଆଜି ତାଙ୍କ ଜନ୍ମସ୍ଥାନ ବଡ଼ନଗର ଯାଇଛନ୍ତି।   ଏଥିପାଇଁ  ବ୍ୟାପକ ପ୍ରସ୍ତୁତି କରାଯାଇଛି।  ସହର ସାରା ବିରାଟ ତୋରଣ କରାଯିବା ସହ ହୋଡ଼ିଂ ଲଗାଯାଇଛି। ମୋଦି ପହଞ୍ଚିବା ପରେ ହଜାର ହଜାର ଲୋକ ତାଙ୍କୁ ସ୍ୱାଗତ କରିଛନ୍ତି। ଏହିପରିପ୍ରେକ୍ଷୀରେ ମୋଦି ନିଜ ସ୍କୁଲ ବିଏନ ହାଇସ୍କୁଲରେ ପହଞ୍ଚିଥିଲେ।  ମୋଦି ପ୍ରଥମେ ଗାଡ଼ିରୁ ଓହ୍ଲାଇ ନିଜ ସ୍କୁଲର ମାଟି ଛୁଇଁ ପ୍ରଣାମ କରିଥିଲେ। ଏଥିସହ ସ୍କୁଲ ମାଟିକୁ ନିଜ ମଥାରେ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 02:56 PM IST

Sports

Latest News

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଘରବାହୁଡା।  ୫ବର୍ଷ ପରେ ମୋଦି ଆଜି ତାଙ୍କ ଜନ୍ମସ୍ଥାନ ବଡ଼ନଗର ଯାଇଛନ୍ତି।   ଏଥିପାଇଁ  ବ୍ୟାପକ ପ୍ରସ୍ତୁତି କରାଯାଇଛି।  ସହର ସାରା ବିରାଟ ତୋରଣ କରାଯିବା ସହ ହୋଡ଼ିଂ ଲଗାଯାଇଛି। ମୋଦି ପହଞ୍ଚିବା ପରେ ହଜାର ହଜାର ଲୋକ ତାଙ୍କୁ ସ୍ୱାଗତ କରିଛନ୍ତି। ଏହିପରିପ୍ରେକ୍ଷୀରେ ମୋଦି ନିଜ ସ୍କୁଲ ବିଏନ ହାଇସ୍କୁଲରେ ପହଞ୍ଚିଥିଲେ।  ମୋଦି ପ୍ରଥମେ ଗାଡ଼ିରୁ ଓହ୍ଲାଇ ନିଜ ସ୍କୁଲର ମାଟି ଛୁଇଁ ପ୍ରଣାମ କରିଥିଲେ।

ଏଥିସହ ସ୍କୁଲ ମାଟିକୁ ନିଜ ମଥାରେ ତିଳକ କରି ଲଗାଇଥିଲେ। ତାଙ୍କୁ ଦେଖିବା ପାଇଁ ସ୍କୁଲ ବାହାରେ ପ୍ରବଳ ଭିଡ଼ ଜମିଥିଲା। ଏହି ସ୍କୁଲରେ ମୋଦି ୧୯୬୩ ରୁ ୧୯୬୭ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ମୋଦିଙ୍କୁ ପଢ଼ାଇଥିବା ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ପଟେଲଙ୍କୁ ସ୍କୁଲକୁ ଆମନ୍ତ୍ରଣ କରାଯାଇଥିଲା। ପ୍ରହଲ୍ଲାଦ ପଟେଲ ସ୍କୁଲକୁ ଆସି ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମୋଦିଙ୍କ ସହ କିଛି ସ୍ମୃତି ବାଣ୍ଟିଥିଲେ। ଏହି ଅବଶରରେ ସ୍କୁଲ ଅଧ୍ୟାପକ ଏନ୍ ଆର ଉପଧ୍ୟାୟ କହିଥିଲେ ନେହେରୁଙ୍କ ପରେ ଗୁରୁ ମାନଙ୍କୁ ଅଧିକ ସମ୍ମାନ ଦେଉଥିବା ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ସୂଚନା ଯୋଗ୍ୟ ଯେ, ମୋଦି ବଡ଼ଗରର ରେଲେୱେଓ ଷ୍ଟେସନ ନିକଟରେ ଚା’ ବିକ୍ରି କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story