ମୋଦୀଙ୍କ ଦୀପାବଳି ଉପହାର, ୨୦ଟି ବିଶ୍ୱବିଦ୍ୟାଳୟକୁ ମିଳିବ ୧୦ ହଜାର କୋଟି ଟଙ୍କ।ର ପାଣ୍ଠି

ପାଟନା: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପାଟଣା ବିଶ୍ୱ ବିଦ୍ୟାଳୟର ଶତାବ୍ଦୀ ସମାରୋହରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସମାରୋହରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜ୍ୟପାଳ ସତ୍ୟପାଳ ମଲ୍ଲିକ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ସାମିଲ ହୋଇଛନ୍ତି। ସମାରୋହରେ ଆଇଆଇଏମର ଉଦାହରଣ ଦେଇ ମୋଦି କହିଛନ୍ତି ନୂଆ ଯୋଜନା ଅନୁଯାୟୀ ଦେଶର ୧୦ଟି ଘରୋଇ ବିଶ୍ୱବିଦ୍ୟାଳୟ ଓ ସରକାରୀ ବିଶ୍ୱ ବିଦ୍ୟାଳୟକୁ ବିଶ୍ୱ ମାନ୍ୟତା ଦେବା ପାଇଁ ସରକାରୀ ନିୟମରୁ ମୁକ୍ତି […]

pm-modi-gujarat-2017-oct_650x400_81507363323

pm-modi-gujarat-2017-oct_650x400_81507363323

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 03:17 PM IST

Sports

Latest News

ପାଟନା: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପାଟଣା ବିଶ୍ୱ ବିଦ୍ୟାଳୟର ଶତାବ୍ଦୀ ସମାରୋହରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସମାରୋହରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜ୍ୟପାଳ ସତ୍ୟପାଳ ମଲ୍ଲିକ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ସାମିଲ ହୋଇଛନ୍ତି।

ସମାରୋହରେ ଆଇଆଇଏମର ଉଦାହରଣ ଦେଇ ମୋଦି କହିଛନ୍ତି ନୂଆ ଯୋଜନା ଅନୁଯାୟୀ ଦେଶର ୧୦ଟି ଘରୋଇ ବିଶ୍ୱବିଦ୍ୟାଳୟ ଓ ସରକାରୀ ବିଶ୍ୱ ବିଦ୍ୟାଳୟକୁ ବିଶ୍ୱ ମାନ୍ୟତା ଦେବା ପାଇଁ ସରକାରୀ ନିୟମରୁ ମୁକ୍ତି ଦେବାର ଯୋଜନା ରହିଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଗୁଡିକୁ ୧୦ ହଜାର କୋଟି ଟଙ୍କ।ର ପାଣ୍ଠି ଦେବାର ଯୋଜନା ରହିଛି। ମୋଦି କହିଛନ୍ତି ଏହି ବିଶ୍ୱବିଦ୍ୟାଳୟ ଗୁଡିକର ଚୟନ କୌଣସି ନେତା କରିବେ ନାହିଁ। ଏଥିପାଇଁ ପ୍ରତିଯୋଗିତା ହେବ ଏବଂ ପ୍ରଫେଶନାଲ ଏଜେନ୍ସି ଏହାର ଚୟନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos