ଦଶହରାରେ ମୋଦିଙ୍କୁ ରାବଣ ସଜାଇ କରାଗଲା କୁଶପୁତ୍ତଳିକା ଦାହ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କଂଗ୍ରେସ ଛାତ୍ର ସଂଘଠନ, ଏନଏସ୍‌ୟୁଆଇର କିଛି ଛାତ୍ର ଦଶହରା ଦିନ ରାବଣ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦି, ଅମୀତ ଶାହା ଓ ଯୋଗଗୁରୁ ରାମ ଦେବ ବାବାଙ୍କ ସମେତ ଅନ୍ୟ ବିଜେପି ସମର୍ଥକମାନଙ୍କ କୁଶପୁତ୍ତଳିକାରେ ‘ଅସତ୍ୟ ଉପରେ ସତ୍ୟର ଜୟ’ ଲେଖି ଜଳାଇଛନ୍ତି। ‘କେବଳ ଏତିକି ନୁହେଁ କୁଶପୁତ୍ତଳିକା ଦାହ ଘଟଣାର ଭିଡିଓକୁ ପରେ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଇଛି।

ବର୍ତ୍ତମାନର ସରକାର ଗୋ ମାତାର ରକ୍ଷା ନାମରେ ମୁସଲମାନ ଓ ଦଳିତଙ୍କ ଉପରେ ଅତ୍ୟାଚାର କରୁଥିବା ପ୍ରାରତିବାଦରେ ଏପରି କରାଯାଇଥିବା ଜଣେ ଛାତ୍ର ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତକାର ଦେଇ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ଅପରାହ୍ଣ ୫ଟାରେ ଟିଭି ବତର୍କରେ ଭାଗ ନେଇଥିଲେ, ସନ୍ଧ୍ୟା ବେଳେ ଆସିଲା ମୃତ୍ୟୁ ଖବର

ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ

ଫେସବୁକ ପୋଷ୍ଟରୁ ଜଳିଲା ବେଙ୍ଗାଲୁରୁ: ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର

୬ ଦିନ ହେଲା ୬ ବର୍ଷୀୟ ଶିଶୁର ଦୁଷ୍କର୍ମକାରୀକୁ ପାଉନି ପୁଲିସ୍, ଜାରି କଲା ଫଟୋ

୩୮ ଜଣଙ୍କ ଉପରେ ହୋଇଛି ରୁଷ କରୋନା ଟିକାର ପରୀକ୍ଷଣ, ଏମାନଙ୍କ ଉପରେ ହେବନି ପ୍ରୟୋଗ

କରୋନା ବେଳେ ୬୪% ଦିବ୍ୟାଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି: ସର୍ଭେ

ବିଶ୍ୱର ପ୍ରଥମ କରୋନା ଟିକାର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଜବାବ ରଖିଲା ରୁଷ

ବିଗିଡିବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

“ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ ଦାବି”