‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କଲେ ମୋଦି

ରାଞ୍ଚି (ଓଡ଼ିଶା ରିପୋର୍ଟର): ଶୁଭାରମ୍ଭ ହୋଇଛି ‘ଆୟୁଷ୍ମାନ ଭାରତ’। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ଝାରଖଣ୍ଡର ରାଜଧାନୀ ରାଞ୍ଚିରୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସହାୟତା ଦେବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସାରା ଦେଶରେ ୧୦ କୋଟିରୁ ଉର୍ଦ୍ଧ୍ଵ ଗରିବ ପରିବାର (ପ୍ରାୟ ୫୦ କୋଟି ଲୋକ) […]

modi

modi

Jyoshna Pradhan
  • Published: Sunday, 23 September 2018
  • Updated: 23 September 2018, 11:37 AM IST

Sports

Latest News

ରାଞ୍ଚି (ଓଡ଼ିଶା ରିପୋର୍ଟର): ଶୁଭାରମ୍ଭ ହୋଇଛି ‘ଆୟୁଷ୍ମାନ ଭାରତ’। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ଝାରଖଣ୍ଡର ରାଜଧାନୀ ରାଞ୍ଚିରୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସହାୟତା ଦେବାର ବ୍ୟବସ୍ଥା ରହିଛି।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସାରା ଦେଶରେ ୧୦ କୋଟିରୁ ଉର୍ଦ୍ଧ୍ଵ ଗରିବ ପରିବାର (ପ୍ରାୟ ୫୦ କୋଟି ଲୋକ) ଉପକୃତ ହେବେ।

ଗ୍ରାମାଞ୍ଚଳର ୮ କୋଟି ୩ ଲକ୍ଷ ପରିବାର ସହିତ ସହରାଞ୍ଚଳର ୨ କୋଟି ୩୩ ଲକ୍ଷ ପରିବାର ଏହି ଯୋଜନା ମାଧ୍ୟମରେ ରାଜ୍ୟ କିମ୍ବା ରାଜ୍ୟ ବାହାରେ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ।

ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ଯୋଜନାର ହିତାଧିକାରୀ କରାଯିବାର ବ୍ୟବସ୍ଥା ରହିଛି। ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯିବ। ମୁଖ୍ୟତଃ ଗରିବ ଶ୍ରେଣୀର ପରିବାରକୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖି ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଏହି ଯୋଜନା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।

ଚଳିତ ମାସ ୨୫ ତାରିଖ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରୁ ଏହି ଯୋଜନା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ କେନ୍ଦ୍ର ୩ ହଜାର ୫ ଶହ କୋଟି ଟଙ୍କାର ବ୍ୟୟବରାଦ କରିଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ, କେରଳ ଓ ପଞ୍ଜାବ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story