ଇଣ୍ଡୋନେସିଆରେ କଟକ ବାଲିଯାତ୍ରାର ଗାଥା ବଖାଣିଲେ ମୋଦି

ଜାକର୍ତ୍ତା:  ବିଦେଶରେ ଓଡ଼ିଶାର ସଂସ୍କୃତିର ଗା‌ଥା ବଖାଣିଲେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି। ଇଣ୍ଡୋନେସିଆରେ କଟକ ବାଲିଯାତ୍ରାର ଐତିହ୍ୟ ବିଷୟରେ କହିଲେ ମୋଦି।  ଏବେ ଇଣ୍ଡୋନେସିଆ ଗସ୍ତରେ ମୋଦି ଅଛନ୍ତି।  ଭାରତ-ଇଣ୍ଡୋନେସିଆ  ଦ୍ୱିପାକ୍ଷିକ ସଂପର୍କ କଥା କହିବା ସହ ଭାଷଣରେ କଟକର ବାଲିଯାତ୍ରାର ଗାଥା ବଖାଣିଲେ। ମୋଦି କହିଲେ ଯେ, ଉଭୟ ଦେଶ ମଧ୍ୟରେ ହଜାରେ ବର୍ଷରୁ ଅଧିକ କାଳର ସଂପର୍କ ଅଛି। ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ରେ ବାଲିଯାତ୍ରା ସ୍ଥାନ ପାଇଥିଲା। ଇଣ୍ଡୋନେସିଆର ବାଲି ସହ ଓଡ଼ିଶାର […]

h-555

h-555

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 06:15 PM IST

Sports

Latest News

ଜାକର୍ତ୍ତା:  ବିଦେଶରେ ଓଡ଼ିଶାର ସଂସ୍କୃତିର ଗା‌ଥା ବଖାଣିଲେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି। ଇଣ୍ଡୋନେସିଆରେ କଟକ ବାଲିଯାତ୍ରାର ଐତିହ୍ୟ ବିଷୟରେ କହିଲେ ମୋଦି।  ଏବେ ଇଣ୍ଡୋନେସିଆ ଗସ୍ତରେ ମୋଦି ଅଛନ୍ତି।  ଭାରତ-ଇଣ୍ଡୋନେସିଆ  ଦ୍ୱିପାକ୍ଷିକ ସଂପର୍କ କଥା କହିବା ସହ ଭାଷଣରେ କଟକର ବାଲିଯାତ୍ରାର ଗାଥା ବଖାଣିଲେ। ମୋଦି କହିଲେ ଯେ, ଉଭୟ ଦେଶ ମଧ୍ୟରେ ହଜାରେ ବର୍ଷରୁ ଅଧିକ କାଳର ସଂପର୍କ ଅଛି।

ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ରେ ବାଲିଯାତ୍ରା ସ୍ଥାନ ପାଇଥିଲା। ଇଣ୍ଡୋନେସିଆର ବାଲି ସହ ଓଡ଼ିଶାର ନୌବାଣିଜ୍ୟ ସଂପର୍କ ଥିଲା ଥିଲା ବୋଲି ମୋଦି କହିଥିଲେ। ପ୍ରଥମ ଥର ଇଣ୍ଡୋନେସିଆ ଗସ୍ତ କରୁଥିବା  ମୋଦି ଆଜି ସେଠାକାର ରାଷ୍ଟ୍ରପତି ଜୋକୋ ଓିଡୋଡୋଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ମୋଦି ନିଜ  ଭାଷଣରେ କଟକର ବାଲିଯାତ୍ରା କଥା  ଉଠାଇଥିଲେ। ଉଭୟ ଦେଶ ମଧ୍ୟରେ ହଜାରେ ବର୍ଷରୁ ଅଧିକ କାଳର ସଂପର୍କ ରହିଛି। ଓଡ଼ିଶାର ପ୍ରସିଦ୍ଧ ବାଲିଯାତ୍ରା ପ୍ରଜ୍ଞାପନ ମେଢ଼ରେ ସ୍ଥାନିତ ହୋଇଥିଲା। ଇଣ୍ଡୋନେସିଆର ବାଲି ସହ ଓଡ଼ିଶାର ନୌବାଣିଜ୍ୟ ସଂପର୍କ ଥିଲା ବୋଲି ଭାଷଣରେ ମୋଦି କହିଲେ।

ଆଲୋଚନା ପରେ ଦୁଇ ଦେଶ ପକ୍ଷରୁ  ମିଳିତ ବିବୃତି ଜାରି କରାଯାଇଛି। ଏହି ଅବସରରେ ମୋଦି ଭାରତର  ଆକ୍ଟ ଇଷ୍ଟ ନୀତି ଏବଂ ସାଗର ପ୍ରକଳ୍ପ କୁ ଗୁରୁତ୍ୱାରୋପ କରିଥିଲେ । ସେହିପରି ଆତଙ୍କବାଦ ବିରୋଧ ଲଢେଇରେ ଇଣ୍ଡୋନେସିଆର ଭୂମିକାକୁ ମୋଦି ପ୍ରଶଂସା କରିଛନ୍ତି। ଏହି ଗସ୍ତ  ଅବସରରେ ମୋଦି ଭାରତ-ଇଣ୍ଡୋନେସିଆ ସିଇଓ ଫୋରମ ସହ  ଆଲୋଚନା କରିବେ।  ଆଜି ପ୍ରଧାନମନ୍ତ୍ରୀ ମୋଦି ଜାକର୍ତ୍ତାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଧାନମନ୍ତ୍ରୀଙ୍କ ମାଲେସିଆ ଗସ୍ତ କାର୍ଯ୍ୟକ୍ରମ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story