ମୋଦି କେବେ ମଧ୍ୟ ଚା’ ବିକି ନଥିଲେ: ତୋଗାଡ଼ିଆ

ଆଗ୍ରା: ଦୀର୍ଘ ୪୩ ବର୍ଷର ବନ୍ଧୁତା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ମଧ୍ୟ ଚା ବିକି ନଥିଲେ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡ଼ିଆ। ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଏବଂ ଆରଏସ୍‌ଏସ୍‌ ରାମମନ୍ଦିର ନିର୍ମାଣ ଚାହାନ୍ତିନି। ସେ ଆହୁରି ମଧ୍ୟ କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ ଆରଏସ୍‌ଏସ୍‌ର ଭୈୟାଜୀ ଯୋଷୀ ସ୍ପଷ୍ଟ କରିଦେଇଛନ୍ତି ଆଗାମୀ ୫ […]

togadia

togadia

Subrat Kumar Nayak
  • Published: Tuesday, 22 January 2019
  • Updated: 22 January 2019, 08:22 AM IST

ଆଗ୍ରା: ଦୀର୍ଘ ୪୩ ବର୍ଷର ବନ୍ଧୁତା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ମଧ୍ୟ ଚା ବିକି ନଥିଲେ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡ଼ିଆ। ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଏବଂ ଆରଏସ୍‌ଏସ୍‌ ରାମମନ୍ଦିର ନିର୍ମାଣ ଚାହାନ୍ତିନି।

ସେ ଆହୁରି ମଧ୍ୟ କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ ଆରଏସ୍‌ଏସ୍‌ର ଭୈୟାଜୀ ଯୋଷୀ ସ୍ପଷ୍ଟ କରିଦେଇଛନ୍ତି ଆଗାମୀ ୫ ବର୍ଷରେ ମଧ୍ୟ ରାମ ମନ୍ଦିର ହେବାର ନାହିଁ। ଏହି ଦୁଇ ଗୋଷ୍ଠୀ ଦେଶର ୧୨୫ କୋଟି ଲୋକଙ୍କୁ ଅନ୍ଧାରରେ ରଖିଥିଲେ, କିନ୍ତୁ ବର୍ତ୍ତମାନ ହିନ୍ଦୁ ଜାଗ୍ରତ ହେଲେଣି। ଆସନ୍ତା ଫେବୃଆରୀ ୯ ତାରିଖରେ ହିନ୍ଦୁଙ୍କର ଏକ ରାଜନୀତିକ ଦଳ ଘୋଷଣା ହେବ। ଏହା ଲୋକସଭା ନିର୍ବାଚନ ଜିତିବା ପରଦିନ ହିଁ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ସେ କହିଛନ୍ତି, ସେ ତିନି ତଲାକ୍‌ ପାଇଁ ରାତି ଅଧିଆ ମଗଜ ଚାଷ କରିପାରନ୍ତି, କିନ୍ତୁ ରାମ ମନ୍ଦିର ପାଇଁ ସେମିତି କିଛି ପ୍ରୟାସ କରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story