ଆଗ୍ରା: ଦୀର୍ଘ ୪୩ ବର୍ଷର ବନ୍ଧୁତା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ମଧ୍ୟ ଚା ବିକି ନଥିଲେ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡ଼ିଆ। ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଏବଂ ଆରଏସ୍ଏସ୍ ରାମମନ୍ଦିର ନିର୍ମାଣ ଚାହାନ୍ତିନି।
ସେ ଆହୁରି ମଧ୍ୟ କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ ଆରଏସ୍ଏସ୍ର ଭୈୟାଜୀ ଯୋଷୀ ସ୍ପଷ୍ଟ କରିଦେଇଛନ୍ତି ଆଗାମୀ ୫ ବର୍ଷରେ ମଧ୍ୟ ରାମ ମନ୍ଦିର ହେବାର ନାହିଁ। ଏହି ଦୁଇ ଗୋଷ୍ଠୀ ଦେଶର ୧୨୫ କୋଟି ଲୋକଙ୍କୁ ଅନ୍ଧାରରେ ରଖିଥିଲେ, କିନ୍ତୁ ବର୍ତ୍ତମାନ ହିନ୍ଦୁ ଜାଗ୍ରତ ହେଲେଣି। ଆସନ୍ତା ଫେବୃଆରୀ ୯ ତାରିଖରେ ହିନ୍ଦୁଙ୍କର ଏକ ରାଜନୀତିକ ଦଳ ଘୋଷଣା ହେବ। ଏହା ଲୋକସଭା ନିର୍ବାଚନ ଜିତିବା ପରଦିନ ହିଁ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ସେ କହିଛନ୍ତି, ସେ ତିନି ତଲାକ୍ ପାଇଁ ରାତି ଅଧିଆ ମଗଜ ଚାଷ କରିପାରନ୍ତି, କିନ୍ତୁ ରାମ ମନ୍ଦିର ପାଇଁ ସେମିତି କିଛି ପ୍ରୟାସ କରୁନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରତାପ ଷଡ଼ଙ୍ଗୀଙ୍କ ଫୁଲିଲା ମୁହଁ, ମୁକେଶଙ୍କ ମୁଣ୍ଡ ବୁଲାଉଛି: ହେଲ୍ଥ ଅପଡେଟ୍ ଦେଲା ହସ୍ପିଟାଲ
ଆର୍ଏମ୍ଏଲ୍ ହସ୍ପିଟାଲର କହିବା ମୁତାବକ, ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସ୍ୱାସ୍ଥ୍ୟ ଏବେବି ସୁଧୁରିନି।
National
ଭାଙ୍ଗିଗଲା ନିର୍ବନ୍ଧ; ଘରେ ପଶି ଯୁବତୀଙ୍କୁ ଉଠାଇନେଲେ ଯୁବକ
ସରିଥିଲା ନିର୍ବନ୍ଧ । ଆଉ କିଛି ଦିନ ପରେ ହୋଇଥିବା ବିବାହ। ମାତ୍ର ସବୁ ଓଲଟପାଲଟ ହୋଇଗଲା ଓ ଭାଙ୍ଗିଗଲା ବିବାହ। ମାତ୍ର ଏହାକୁ ସହି ନ ପରି ଯୁବକଜଣକ ଉତ୍ତ୍ୟକ୍ତ ହୋଇ ଉଠିଲେ। ଆଉ ଘର ଭିତରେ ପଶି ଯୁବତୀଙ୍କୁ ଉଠାଇ ଆଣିଲେ।
National
କାର୍ ଭିତରୁ ମିଳିଲା ପୁଳା ପୁଳା ସୁନା, ୨ ଗିରଫ
ଚେକିଂ ବେଳେ କାର୍ ଭିତରୁ ୧୫ କେଜି ସୁନା ଜବତ ହୋଇଛି। କପଡା ଭିତରେ ଲୁଚାଇ ଅଭିଯୁକ୍ତମାନେ ଏହି ସୁନାକୁ ନେଇ ଯାଉଥିଲେ।
National
୪୦୦ ଟଙ୍କା ଦେବାକୁ କହିଲେ କ୍ୟାବ୍ ଡ୍ରାଇଭର, ଛୁରୀ ଭୁଷି ଦେଲା ନାବାଳକ
୪୦୦ ଟଙ୍କା ଭଡାକୁ ନେଇ ରକ୍ତାକ୍ତ ସଂଘର୍ଷ ଘଟିଛି। ପରେ ଜଣେ ୨୬ ବର୍ଷୀୟ କ୍ୟାବ ଡ୍ରାଇଭରଙ୍କୁ ଯାତ୍ରୀ ଏବଂ ତାଙ୍କ ସାଙ୍ଗମାନେ ମିଶି ଛୁରୀ ଭୁଷି ହତ୍ୟା କରିଛନ୍ତି।
National
GST କାଉନସିଲ୍ ବୈଠକ, ଶସ୍ତା ହୋଇପାରେ ଅନ୍ଲାଇନ୍ ଖାଦ୍ୟ
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଟିକସ ଛାଡ ହୋଇପାରେ। ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପରେ ପ୍ରିମିୟମ୍କୁ ଜିଏସ୍ଟି ମୁକ୍ତ କରାଯାଇପାରେ।