ମୋଦିଙ୍କ ପରବର୍ତ୍ତୀ ‘ମନ୍ କୀ ବାତ୍’ ନଭେମ୍ବର ୨୯ରେ

ନୂଆଦିଲ୍ଲୀ: ମୋଦିଙ୍କ ୧୪ତମ ‘ମନ କୀ ବାତ୍’ ଆସନ୍ତା ୨୯ ତାରିଖରେ କହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ତମ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କର ମତ ଉପସ୍ଥାପନ କରିବେ। ଏହା ରବିବାର ଦିନ ୧୧ଟାରେ ପ୍ରସାରିତ ହେବ। ମାନବ ସମ୍ଭଳ ଓ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ପ୍ରସାରଣ ବେଳେ ଦେଶବାସୀଙ୍କ ମଧ୍ୟ ସେମାନଙ୍କ ଚିନ୍ତାଧାରା ସେୟାର କରନ୍ତୁ। ଏହାସହ ୧୮୦୦-୩୦୦୦-୭୮୦୦ ନିଶୁଳ୍କ […]

modimannkibaat

modimannkibaat

Rakesh Mallick
  • Published: Sunday, 22 November 2015
  • Updated: 23 November 2015, 03:21 AM IST

Sports

Latest News

ନୂଆଦିଲ୍ଲୀ: ମୋଦିଙ୍କ ୧୪ତମ ‘ମନ କୀ ବାତ୍’ ଆସନ୍ତା ୨୯ ତାରିଖରେ କହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ତମ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କର ମତ ଉପସ୍ଥାପନ କରିବେ। ଏହା ରବିବାର ଦିନ ୧୧ଟାରେ ପ୍ରସାରିତ ହେବ।

ମାନବ ସମ୍ଭଳ ଓ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ପ୍ରସାରଣ ବେଳେ ଦେଶବାସୀଙ୍କ ମଧ୍ୟ ସେମାନଙ୍କ ଚିନ୍ତାଧାରା ସେୟାର କରନ୍ତୁ। ଏହାସହ ୧୮୦୦-୩୦୦୦-୭୮୦୦ ନିଶୁଳ୍କ ନମ୍ବରରେ ଜନସାଧାରଣଙ୍କୁ ତାଙ୍କ ଭଏସ୍ ମେସଜ୍ ଦେବାକୁ ଆମନ୍ତ୍ରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story