ମୋଦିଙ୍କୁ ରାହୁଲଙ୍କ ଚାଲେଞ୍ଜ: ବ୍ରିଟିଶ ନାଗରିକ ବୋଲି ପ୍ରମାଣ କର, ଜେଲ ପଠାଅ

 ନୂଆଦିଲ୍ଲୀ: ବ୍ରିଟିଶ ନାଗରିକତ୍ୱ ପ୍ରସଙ୍ଗକୁ ନେଇ ମୋଦିଙ୍କୁ ସିଧାସଳଖ ଚାଲେଞ୍ଜ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରହୁଲ ଗାନ୍ଧି। ଏହାସହ ସେ ବିଜେପି ଓ ବରିଷ୍ଠ ନେତା ସୁବ୍ରମଣିୟମ ସ୍ୱାମୀଙ୍କ ଉପରେ ବର୍ଷିଛନ୍ତି। ଏହାକୁ ନେଇ ମୋଦି କାଦୁଅ ଫୋପଡା ରାଜନୀତି ନ କରିବା ଉଚିତ ବୋଲି କହିଛନ୍ତି ରାହୁଲ। ସେ ବିଜେପି ଉପରେ ଆକ୍ଷେପ କରି କହିଛନ୍ତି ଯେ ସେ ବ୍ରିଟିଶ ନାଗରିକ ବୋଲି ପ୍ରଥମେ ପ୍ରମାଣ କର। ଆଉ ସେ ବ୍ରିଟିଶ୍ ନାଗରିକ ବୋଲି ପ୍ରମାଣିତ […]

Rahul Gandhi

Rahul Gandhi

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 03:10 PM IST

Sports

Latest News

 ନୂଆଦିଲ୍ଲୀ: ବ୍ରିଟିଶ ନାଗରିକତ୍ୱ ପ୍ରସଙ୍ଗକୁ ନେଇ ମୋଦିଙ୍କୁ ସିଧାସଳଖ ଚାଲେଞ୍ଜ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରହୁଲ ଗାନ୍ଧି। ଏହାସହ ସେ ବିଜେପି ଓ ବରିଷ୍ଠ ନେତା ସୁବ୍ରମଣିୟମ ସ୍ୱାମୀଙ୍କ ଉପରେ ବର୍ଷିଛନ୍ତି। ଏହାକୁ ନେଇ ମୋଦି କାଦୁଅ ଫୋପଡା ରାଜନୀତି ନ କରିବା ଉଚିତ ବୋଲି କହିଛନ୍ତି ରାହୁଲ। ସେ ବିଜେପି ଉପରେ ଆକ୍ଷେପ କରି କହିଛନ୍ତି ଯେ ସେ ବ୍ରିଟିଶ ନାଗରିକ ବୋଲି ପ୍ରଥମେ ପ୍ରମାଣ କର। ଆଉ ସେ ବ୍ରିଟିଶ୍ ନାଗରିକ ବୋଲି ପ୍ରମାଣିତ ହେଲେ ଜେଲକୁ ପଠାଇ ଦିଅ। ଯଦି ପ୍ରମାଣ କରିପାରିବ ନାହିଁ, ତା’ହେଲେ ଏହି କୁତ୍ସିତ ଅଭିଯୋଗ ବନ୍ଦ କର।

ସୂଚନାଯୋଗ୍ୟ, ସୋମବାର ସୁବ୍ରମଣ୍ୟମ ସ୍ୱାମୀ କହିଥିଲେ ଯେ ରାହୁଲ ଗାନ୍ଧୀ ବ୍ରିଟିଶ ନାଗରିକ। ଏହା ସହିତ ତାଙ୍କଠାରୁ ଭାରତୀୟ ନାଗରିକତ୍ୱ କାଢ଼ି ନେବା ଓ ସଂସଦରୁ ବହିଷ୍କାର କରିବାକୁ ସେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story