ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସରେ ଉତ୍ତରପ୍ରଦେଶରେ ରାଲି କରିବେ ମୋଦି

ବାରାଣସୀ: ୨୦୧୭ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସେଠାରେ ପ୍ରତିମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ରଖିବାକୁ ରଣନୀତି ପ୍ରସ୍ତୁତ କରିଛି। ବିଜେପି ସେଠାରେ କେବଳ ରାଲିର ଆୟୋଜନ କରିବ ନାହିଁ, ବିଭିନ୍ନ କାର୍ଯ୍ୟକ୍ରମ କରିବାର  ମଧ୍ୟ ଯୋଜନା ରଖିଛି। ସବୁଥର ଭଳି ଏଥର ମଧ୍ୟ ବିଜେପି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଓ କାମ ଉପରେ ଭରସା ରଖିଛି।  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ମୋଦି ରାଲିର ଶୁଭାରମ୍ଭ କରିବେ। […]

modi

modi

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 03:05 PM IST

Sports

Latest News

ବାରାଣସୀ: ୨୦୧୭ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସେଠାରେ ପ୍ରତିମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ରଖିବାକୁ ରଣନୀତି ପ୍ରସ୍ତୁତ କରିଛି। ବିଜେପି ସେଠାରେ କେବଳ ରାଲିର ଆୟୋଜନ କରିବ ନାହିଁ, ବିଭିନ୍ନ କାର୍ଯ୍ୟକ୍ରମ କରିବାର  ମଧ୍ୟ ଯୋଜନା ରଖିଛି।

ସବୁଥର ଭଳି ଏଥର ମଧ୍ୟ ବିଜେପି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଓ କାମ ଉପରେ ଭରସା ରଖିଛି।  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ମୋଦି ରାଲିର ଶୁଭାରମ୍ଭ କରିବେ। ଗତ ମାସରେ  ମୋଦି ତାଙ୍କ  ସଂସଦୀୟ ଅଞ୍ଚଳ ବାରାଣସୀରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଅକ୍ଟୋବର ମାସରେ ସେଠାରେ ହେବାକୁ ଥିବା ଚେତନା ଯାତ୍ରାର ସମାପନ କାର୍ଯ୍ୟକ୍ରମରେ ମୋଦି ସାମିଲ  ହୋଇପାରନ୍ତି।

ଚଳିତ ବର୍ଷ ଶେଷ ସୁଦ୍ଧା  ବିଜେପି ଅଧ୍ୟକ୍ଷ ଅମିତ ଶାହା ଉତ୍ତର ପ୍ରଦେଶର ସବୁ ଜିଲ୍ଲାକୁ ଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ ୟୁପିର ପ୍ରତି ଜିଲ୍ଲାରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।  ଏହି ଅବସରରେ ବିଜେପିର ୧୦ ଲକ୍ଷ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱର୍ଦ୍ଧିତ କରାଯିବ।

ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିଭିନ୍ନ ବିଭିନ୍ନ ରାଲିକୁ ସମ୍ବୋଧିତ କରିବେ।  ଏହି ଆୟୋଜନକୁ ସଫଳ କରିବା ପାଇଁ ବିଜେପି ଉତ୍ତରପ୍ରଦେଶକୁ ୬ଟି ଜୋନ୍‌ରେ ବିଭକ୍ତ କରି  ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story