ମୋଦି ସବୁଠୁ ନିକୃଷ୍ଟ ଓ ଖରାପ ପ୍ରଧାନମନ୍ତ୍ରୀ: ଲାଲୁ

ପାଟନା: ବିହାର ବିଧାନସଭା ନିର୍ବାଚନର ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇ ସାରିଛି। ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ପଞ୍ଚମ ତଥା ଅନ୍ତିମ ଚରଣ ମତଦାନ। ତେବେ ବିଭିନ୍ନ ଦଳର ନେତାମାନଙ୍କ ମଧ୍ୟରେ କଟୁ ଟିପ୍ପଣୀର ଆକ୍ରମଣ ଜାରି ରହିଛି। ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତାଙ୍କର ଆକ୍ରମଣଙ୍କୁ ଜାରି ରଖିଛନ୍ତି। ଆଜି ଟ୍ୱିଟ୍ କରି ଲାଲୁ କହିଛନ୍ତି ଯେ ନରେନ୍ଦ୍ର ମୋଦି ସବୁଠୁ ନୀଚ୍ଚ, ନିକୃଷ୍ଟ […]

modi

modi

Rakesh Mallick
  • Published: Monday, 02 November 2015
  • Updated: 02 November 2015, 08:17 AM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନର ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇ ସାରିଛି। ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ପଞ୍ଚମ ତଥା ଅନ୍ତିମ ଚରଣ ମତଦାନ। ତେବେ ବିଭିନ୍ନ ଦଳର ନେତାମାନଙ୍କ ମଧ୍ୟରେ କଟୁ ଟିପ୍ପଣୀର ଆକ୍ରମଣ ଜାରି ରହିଛି। ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତାଙ୍କର ଆକ୍ରମଣଙ୍କୁ ଜାରି ରଖିଛନ୍ତି। ଆଜି ଟ୍ୱିଟ୍ କରି ଲାଲୁ କହିଛନ୍ତି ଯେ ନରେନ୍ଦ୍ର ମୋଦି ସବୁଠୁ ନୀଚ୍ଚ, ନିକୃଷ୍ଟ ଓ ଖରାପ ପ୍ରଧାନମନ୍ତ୍ରୀ। ଦେଶକୁ ପୂର୍ବରୁ କେବେବି ଏମିତି ପ୍ରଧାନମନ୍ତ୍ରୀ ମିଳି ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସମ୍ବିଧାନ ତାଙ୍କ (ମୋଦି) ହାତରେ ପୂରାପୂରି ଅସୁରକ୍ଷିତ।

ଅନ୍ୟପକ୍ଷରେ ମୋଦିଙ୍କ ପ୍ରତି ଟିପ୍ପଣୀ କରିବାରେ ଲାଲୁଙ୍କୁ ଟପି ଯାଇଛନ୍ତି ତାଙ୍କ ସାନ ପୁଅ ତେଜସ୍ୱୀ । ସେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଅନ୍ଧ’ ବୋଲି କହିଛନ୍ତି। ରବିବାର ଟ୍ୱିଟ୍ କରି ତେଜସ୍ୱୀ ଏହି କଥା କହିଥିଲେ। ରାଜନୀତିରେ ପାରିବାରିକ କଥା କହୁଥିବା ମୋଦି ତାଙ୍କ ଦଳରେ ଥିବା ସହଯୋଗୀଙ୍କ ଭାଇବନ୍ଧୁ କୁଟମ୍ବଙ୍କୁ ଦେଖିପାରୁ ନାହାନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଯେଉଁ ବ୍ୟକ୍ତି ମା’ ଗଙ୍ଗା ଓ ଭଗବାନ ରାମଙ୍କୁ ଧୋକା ଦେଇଛି, ସେ ସାଧାରଣ ଲୋକଙ୍କ ସହିତ କ’ଣ ରହିବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story