ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆଜି ପ୍ରଧାନମନ୍ତ୍ରୀ ମୋଦି ପରିବର୍ତ୍ତନ ରାଲିକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ସରକାର କଳାଧନ ହଟାଇବା କଥା କହୁଥିବା ବେଳେ ବର୍ତ୍ତମାନ ସପା ଓ ବିଏସପି ଦଳ ଏକାଠି ହୋଇ ମୋଦି ହଟାଅ ବୋଲି କହୁଛନ୍ତି।
ରାଲିର ଭିଡ଼କୁ ଦେଖି ମୋଦି ଏଭଳି ଭିଡ଼ ପ୍ରଥମଥର ପାଇଁ ଦେଖୁଥିବା କହିଛନ୍ତି। ୟୁପିରେ ଏପରି ଜନ ସମାଗମ ନିର୍ବାଚନର ହିସାବ ବଦଳାଇବାକୁ ଯାଉଥିବା ମୋଦି କହିଛନ୍ତି।
ରାଲିରେ ସପା ସରକାରକୁ ମୋଦି ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଦଳରେ ରାଜନୀତି ଚାଲିବା ଠିକ୍ କଥା କିନ୍ତୁ ଏହି ରାଜନୀତିର ପ୍ରଭାବ ରାଜ୍ୟର ଜନତାଙ୍କ ଉପରେ ପଡ଼ିବା ଠିକ୍ ନୁହେଁ। ଦଳର ରାଜନୀତି ଦଳ ମଧ୍ୟରେ ସିମୀତ ରହିବା ଦରକାର।
ଭାରତକୁ ଆଗକୁ ବଢ଼ାଇବା ପାଇଁ ହେଲେ ଉତ୍ତରପ୍ରଦେଶରେ ପରିବର୍ତ୍ତନ ନିହାତି ଜରୁରୀ। ଦୀର୍ଘ୧୪ବର୍ଷ ଧରି ୟୁପିରେ ବିକାଶର ନାଁରେ ବନବାସ ହୋଇସାରିଛି ଯାହା ଖୁବ୍ ଶୀଘ୍ର ସରିବାକୁ ଯାଉଛି ବୋଲି ମୋଦି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚନ୍ଦ୍ରବାବୁଙ୍କୁ 'ମିଛୁଆ' କହିଲେ ଜଗନ
ତିରୁପତି ମନ୍ଦିର ଲଡ଼ୁକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ।
National
ଅତ୍ୟଧିକ କାମ ଚାପ, ଜୀବନ ହାରିଦେଲେ ସଫ୍ଟୱେୟର ଇଞ୍ଜିନିୟର
ଚେନ୍ନାଇର ଏକ କମ୍ପାନୀରେ ସଫ୍ଟୱେୟର ଇଞ୍ଜିନିୟର ଭାବେ କାମ କରୁଥିଲେ।
National
ଟ୍ରେନ୍ ଦୁର୍ଘଟଣା ଷଡ଼ଯନ୍ତ୍ର, ଟ୍ରାକ୍ରୁ ମିଳିଲା ଗ୍ୟାସ୍ ସିଲିଣ୍ଡର
ଶନିବାର ଗୁଜରାଟର ସୁରଟ ନିକଟରେ ରେଳ ଟ୍ରାକ୍ ଉପରୁ ମାଛ ପ୍ଲେଟ ଏବଂ ଚାବି ରଖାଯାଇଥିବା ଦେଖିବାକୁ ମିଳିଥିଲା। ଆଜି ଟ୍ରାକ୍ରୁ ଗ୍ୟାସ୍ ସିଲିଣ୍ଡର ମିଳିଥିବା ଅଧିକାରୀମାନେ କହିଛନ୍ତି।
National
ତିରୁପତି ଲଡ଼ୁ ବିବାଦ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା
ଜଗନମୋହନ ରେଡ୍ଡୀ ମନ୍ଦିରକୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇିଛି।
National
ଲଡ଼ୁ ବିବାଦ: ଆଜିଠୁ ୧୧ ଦିନ ଯାଏ ଉପବାସ ରହିବେ ପବନ କଲ୍ୟାଣ
ଆଜିଠୁ ସେ ଗୁଣ୍ଟୁର ଜିଲ୍ଲାର ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୧ ଦିନିଆ 'ପ୍ରାୟଶ୍ଚିତ ଦିକ୍ଷା' ଗ୍ରହଣ କରିବେ।