ପିଏମଓ ଅଧିକାରୀଙ୍କ ସହ ମୋଦି କଲେ ମନ୍ କି ବାତ୍

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ପିଏମଓ କର୍ମଚାରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୫ ବର୍ଷ ହେବ ପିଏମଓ ସାରା ଭାରତବର୍ଷର ଆଶାକୁ ପୂରଣ କରିଥିବାରୁ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନରେନ୍ଦ୍ର ମୋଦି। ଏହା ଏକ ଟିମ୍ ଓ୍ୱାର୍କ। ଦେଶର ପ୍ରଗତିରେ ସମସ୍ତଙ୍କର ଭାଗୀଦାର ରହିଛି ବୋଲି ପିଏମଓ କର୍ମଚାରୀ ଓ ଅଧିକାରୀଙ୍କୁ ଭେଟିବା ଅବସରରେ ସେ କହିଛନ୍ତି। ପିଏମଓର ଅଧିକାରୀ ଏବଂ କର୍ମଚାରୀ ତାଙ୍କ ସହ ନିରନ୍ତର କାମ […]

PMO MEET OFFICERS NDA 1

PMO MEET OFFICERS NDA 1

Subhransu Sekhar
  • Published: Saturday, 25 May 2019
  • Updated: 25 May 2019, 01:38 PM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ପିଏମଓ କର୍ମଚାରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୫ ବର୍ଷ ହେବ ପିଏମଓ ସାରା ଭାରତବର୍ଷର ଆଶାକୁ ପୂରଣ କରିଥିବାରୁ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନରେନ୍ଦ୍ର ମୋଦି। ଏହା ଏକ ଟିମ୍ ଓ୍ୱାର୍କ। ଦେଶର ପ୍ରଗତିରେ ସମସ୍ତଙ୍କର ଭାଗୀଦାର ରହିଛି ବୋଲି ପିଏମଓ କର୍ମଚାରୀ ଓ ଅଧିକାରୀଙ୍କୁ ଭେଟିବା ଅବସରରେ ସେ କହିଛନ୍ତି।

ପିଏମଓର ଅଧିକାରୀ ଏବଂ କର୍ମଚାରୀ ତାଙ୍କ ସହ ନିରନ୍ତର କାମ କରିଥିବାରୁ ସେ ବହୁତ ଖୁସି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କର୍ମଚାରୀଙ୍କ ଏପରି ସହଯୋଗ ପାଇଁ ତାଙ୍କ ପରିବାରର ବଡ଼ ଭୂମିକା ରହିଛି, ତେଣୁ ସମସ୍ତ କର୍ମଚାରୀଙ୍କ ପରିବାରକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ବିଭିନ୍ନ ଅଧିକାରୀଙ୍କୁ ଭେଟିବା ବେଳେ ବ୍ୟକ୍ତିଗତ ଓ ପରିବାର ବାବଦରେ ଆଲୋଚନା କରିଥିବା ସୂଚନା ରହିଛି।

ଏହି ବୈଠକରେ ପିଏମଓର ପ୍ରିନିସିପାଲ ସେକ୍ରେଟେରୀ ନ୍ରିପେନ୍ଦ୍ର ମିଶ୍ର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଅତିରିକ୍ତ ପ୍ରିନସିପାଲ ସେକ୍ରେଟେରୀ ପି.କେ ମିଶ୍ର ଏବଂ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରୀ ଭାସ୍କର ଖୁଲବେ ଉପସ୍ଥିତ ଥିଲେ। ପୁଣି ମୋଦି ପ୍ରଧାନମନ୍ତ୍ରୀ ହୋଇ ସରକାର ଗଠନ କରିବାକୁ ଯାଉଥିବାରୁ ତାଙ୍କୁ ପିଏମଓ ଅଧିକାରୀ ଶୁଭେଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story