SCO ବୈଠକ ପାଇଁ ଚୀନ ଗସ୍ତରେ ମୋଦି: ଭାଗ ନେଇଛନ୍ତି ବିଶ୍ୱର ୮ଟି ଦେଶ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଅ ସପ୍ତାହ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଚୀନ ଗସ୍ତ। ଆଜି ଅପରାହ୍ନରେ ମୋଦି କିଙ୍ଗାଦାଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା।  ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅତି ନିକଟରୁ ଦେଖିବା ପାଇଁ କିଙ୍ଗଦାଓ ସହରର ଲା-ମାଡ୍ରିନ୍ ହୋଟେଲରେ ଅପେକ୍ଷା କରି ରହିଥିଲେ ପ୍ରବାସୀ ଭାରତୀୟ। ଏହାପରେ ମୋଦି ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୁଇ ଦେଶର […]

narendra-modi-xi-jinping-sco-summit-twitter_625x300_1528553172514

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 08:16 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଅ ସପ୍ତାହ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଚୀନ ଗସ୍ତ। ଆଜି ଅପରାହ୍ନରେ ମୋଦି କିଙ୍ଗାଦାଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା।  ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅତି ନିକଟରୁ ଦେଖିବା ପାଇଁ କିଙ୍ଗଦାଓ ସହରର ଲା-ମାଡ୍ରିନ୍ ହୋଟେଲରେ ଅପେକ୍ଷା କରି ରହିଥିଲେ ପ୍ରବାସୀ ଭାରତୀୟ।

ଏହାପରେ ମୋଦି ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୁଇ ଦେଶର ବାଣିଜ୍ୟ କାରବାରକୁ ନେଇ ତର୍ଜମା ହୋଇଛି। ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ କାରବାରକୁ ଏହି ବୈଠକ ନୂଆ ଦିଶା ଦେବ ବୋଲି ଆକଳନ କରାଯାଉଛି। ଭାରତ ଏବଂ ଚୀନ ମଧ୍ୟରେ ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ସ୍ୱାକ୍ଷର ହୋଇଛି ଚୁକ୍ତି।

ଆସନ୍ତାକାଲି ଚୀନର କିଙ୍ଗଦାଓ ସହରରେ ଆରମ୍ଭ ହେବ ସଂଘାଇ କୋପରେସନ୍ ଅର୍ଗାନାଇଜେସନ୍‌-SCO। ଭାରତ SCOର ସ୍ଥାୟୀ ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀରେ ଭାଗ ନେବ। ସମ୍ମିଳନୀରେ ଚଳିତ ଥର ଆତଙ୍କବାଦ ବିରୋଧରେ ଗୁରୁତ୍ୱର ସହ ଆଲୋଚନା ହେବ। ସୀମାରେ ବାରମ୍ବାର ଉପୁଜୁଥିବା ଅଶାନ୍ତି ପ୍ରସଙ୍ଗକୁ ବିଶ୍ୱ ଦରବାରରେ ରଖିବ ଭାରତ। ଏପରିକି ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗକୁ ଉଠାଯିବ ବୋଲି ସୂଚନା ମିଳିଛି। ତେବେ ଏହି ସମ୍ମିଳନୀରେ ଯୋଗଦେବେ ପାକିସ୍ତାନ ରାଷ୍ଟ୍ରପତି ମମନୁନ୍ ହୁସେନ୍। SCOରେ ପାକିସ୍ତାନ ନିଜ ଆଭିମୁଖ୍ୟ କଣ ରଖିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୋଦି ଏହି ଅବସରରେ ୬ରୁ ଅଧିକ ରାଷ୍ଟ୍ରର ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତେବେ ପାକିସ୍ତାନ ସହ କୌଣସି ବିଧିବଦ୍ଧ ଆଲୋଚନା ନେଇ ସମୟ ଧାର୍ଯ୍ୟ ହୋଇନାହିଁ। SCOରେ ୮ଟି ରାଷ୍ଟ୍ର ଭାରତ, ଚୀନ, ଋ଼ଷ, ପାକିସ୍ତାନ, କାଜିକିସ୍ତାନ, କିର୍ଜିସ୍ତାନ୍, ତାର୍ଜିକିସ୍ତାନ ଏବଂ ଉଜବେକିସ୍ତାନ ପ୍ରମୁଖ ରାଷ୍ଟ୍ରର ପ୍ରତିନିଧି ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story