ବିହାରକୁ ଦେଶର ସମୃଦ୍ଧଶାଳୀ ରାଜ୍ୟ ଭାବରେ ଦେଖିବାକୁ ଚାହେଁ: ମୋଦି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଗସ୍ତରେ ଯାଇ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। କୋକମାଠାରେ ୩ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପାଟନା ବିଶ୍ୱ ବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ। ପାଟନା ବିଶ୍ୱ ବିଦ୍ୟାଳୟର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଦେଶର ଅନେକ ପ୍ରଶାସନିକ ଅଧିକାରୀ ପାଟନା ବିଶ୍ୱ […]

pm-modi-and-nitish_650x400_51507962547

pm-modi-and-nitish_650x400_51507962547

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 09:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଗସ୍ତରେ ଯାଇ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। କୋକମାଠାରେ ୩ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପାଟନା ବିଶ୍ୱ ବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ। ପାଟନା ବିଶ୍ୱ ବିଦ୍ୟାଳୟର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଦେଶର ଅନେକ ପ୍ରଶାସନିକ ଅଧିକାରୀ ପାଟନା ବିଶ୍ୱ ବିଦ୍ୟାଳୟର ଛାତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।  ଆଗାମୀ ଦିନରେ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ବିହାରକୁ ସେ ଦେଶର ସମୃଦ୍ଧଶାଳୀ ରାଜ୍ୟ ଭାବରେ ଦେଖିବାକୁ ଚାହାନ୍ତି ବୋଲି ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ। ନୀତିଶକୁମାର ଏନଡିଏରେ ମିଶିବାପରେ ପ୍ରଥମ ଥର ପାଇଁ ନୀତିଶ କୁମାର ଓ ନରେନ୍ଦ୍ରମୋଦିଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମୋଦି ବିହାର ମ୍ୟୁଜିୟମ୍ ମଧ୍ୟ ପରିଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story