ମିଛ କହି ମୋଦି ନିର୍ବାଚନ ଜିତିଛନ୍ତି: ରାହୁଲ

ଓ୍ୱାଇନାଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ମିଛ କହି ସାଧାରଣ ନିର୍ବାଚନ ଜିତିଛନ୍ତି। କେରଳ ଓ୍ୱାଇନାଡ଼ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ନିଜ ସଂସଦୀୟ କ୍ଷେତ୍ର ଗସ୍ତ ବେଳେ ଏହା କହିଛନ୍ତି। ସେ ମିଛ କହି ଓ ଲୋକଙ୍କ ମଧ୍ୟରେ ଘୃଣା ଭାବ ଜନ୍ମାଇ ନିର୍ବାଚନ ଜିତିଛନ୍ତି। ଆମେ କିନ୍ତୁ ତାଙ୍କୁ ପ୍ରେମ, ସମ୍ମାନର ସହ କଥା ହେବା ବୋଲି ସେ କହିଛନ୍ତି। ନିର୍ବାଚିତ ହେବା ପରେ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ […]

rahul at waynad

rahul at waynad

Subhransu Sekhar
  • Published: Saturday, 08 June 2019
  • Updated: 08 June 2019, 04:01 PM IST

ଓ୍ୱାଇନାଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ମିଛ କହି ସାଧାରଣ ନିର୍ବାଚନ ଜିତିଛନ୍ତି। କେରଳ ଓ୍ୱାଇନାଡ଼ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ନିଜ ସଂସଦୀୟ କ୍ଷେତ୍ର ଗସ୍ତ ବେଳେ ଏହା କହିଛନ୍ତି। ସେ ମିଛ କହି ଓ ଲୋକଙ୍କ ମଧ୍ୟରେ ଘୃଣା ଭାବ ଜନ୍ମାଇ ନିର୍ବାଚନ ଜିତିଛନ୍ତି। ଆମେ କିନ୍ତୁ ତାଙ୍କୁ ପ୍ରେମ, ସମ୍ମାନର ସହ କଥା ହେବା ବୋଲି ସେ କହିଛନ୍ତି।

ନିର୍ବାଚିତ ହେବା ପରେ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଅଛନ୍ତି। ତାଙ୍କୁ ଭୋଟ ଦେଇଥିବାରୁ ଓ୍ୱାଇନାଡ଼ ଭୋଟରଙ୍କୁ ରାହୁଲ ଧନ୍ୟବାଦ ଦେଇଛନ୍ତି। ଗତକାଲି ସେ ଏଠାରେ ପହଞ୍ଚିଥିଲେ। ଆଜି ସେ ନିଜ ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ପରିଦର୍ଶନ କରୁଛନ୍ତି। କଲପେଟ୍ଟା ନିର୍ବାଚନମଣ୍ଡଳୀ ପରିଦର୍ଶନ କରୁଥିବା ବେଳେ ସାଧାରଣ ଲୋକଙ୍କ ସହ ରାହୁଲ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

କଂଗ୍ରେସ ଅଧ୍ୟକ୍ଷଙ୍କ ସହିତ କେରଳ କଂଗ୍ରେସ ସଭାପତି ମୁଲାପଲି ରାମଚନ୍ଦ୍ରନ, ଏଆଇସିସି ଜେନେରାଲ ସେକ୍ରେଟେରୀ କେ.ସି ବେଣୁଗୋପାଳ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story