ମୋଦିଙ୍କ ଦର୍ଶନ ପାଇବା ବିହାରବାସୀଙ୍କ ସୌଭାଗ୍ୟ: ନୀତିଶ

ପାଟନା: ବିହାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ରାଜନୈତିକ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୋଦିଙ୍କ ରାଲିକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିହାର ନିର୍ବାଚନ ପାଇଁ ମୋଦିଙ୍କ ଦର୍ଶନ ପାଇବା ଲୋକମାନଙ୍କ ପାଇଁ ସୌଭାଗ୍ୟର କଥା। ହେଲେ ନିର୍ବାଚନ ପରେ ମୋଦିଙ୍କ ଦର୍ଶନ ପାଇବା ଅସମ୍ଭବ ହୋଇଯିବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟରେ ମୋଦିଙ୍କୁ ଥଟ୍ଟା କରିଛନ୍ତି । ସେ […]

nitish-kumar 7

nitish-kumar 7

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 10:09 AM IST

Sports

Latest News

ପାଟନା: ବିହାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ରାଜନୈତିକ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୋଦିଙ୍କ ରାଲିକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିହାର ନିର୍ବାଚନ ପାଇଁ ମୋଦିଙ୍କ ଦର୍ଶନ ପାଇବା ଲୋକମାନଙ୍କ ପାଇଁ ସୌଭାଗ୍ୟର କଥା। ହେଲେ ନିର୍ବାଚନ ପରେ ମୋଦିଙ୍କ ଦର୍ଶନ ପାଇବା ଅସମ୍ଭବ ହୋଇଯିବ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟରେ ମୋଦିଙ୍କୁ ଥଟ୍ଟା କରିଛନ୍ତି । ସେ କହିଛନ୍ତି ନିର୍ବାଚନ ପ୍ରଚାର ହେଉ ପଛେ ମୋଦିଜୀ ବିହାରରେ କିଛିଦିନ ତ ରହିଲେ । ନୀତିଶ ଅଭିଯୋଗ କରିଛନ୍ତି ଯେ, ମୋଦିଜୀ ହରିୟାଣାର ଦଳିତ ପରିବାର ଦୁଇଜଣ ଶିଶୁକୁ ଜିଅନ୍ତା ଜାଳିଦେବା, ଦ୍ରାଦି କାଣ୍ଡ ଓ ଦେଶରେ ବଢିଚାଲିଥିବା ଦର ବୃଦ୍ଧି ଉପରେ ପଦଟୁଏ ବି କହିନାହାନ୍ତି । ସେ କହିଛନ୍ତି ମୋଦିଜୀ ତାଙ୍କ ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି। କଳାଧନ, କୃଷକଙ୍କୁ ସର୍ବନିମ୍ନ ମୂଲ୍ୟ, ଯୁବକଙ୍କୁ ରୋଜଗାର ଓ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ କହିଥିଲେ । ଯାହା ସେ ଭୁଲି ଯାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବିହାର ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଲଗାତର ରାଲି କରୁଛନ୍ତି । ଆଗାମୀ ୪ଦିନରେ ସେ ୧୭ଟି ରାଲିକୁ ସମ୍ବୋଧନ କରିବେ । ଏହି ରାଲି ଛପରାରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story