ମୋଦି ଜଣେ ବ୍ରହ୍ମରାକ୍ଷସ: ଲାଲୁ

ପାଟନା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେମିତି ବଢିବାରେ ଲାଗିଛି । ସାଧାରଣ ସଭା ହେଉ ଅବା ରାଲି ବିଭିନ୍ନ ଦଳ ଅନ୍ୟ ଦଳର ନେତାଙ୍କ ଗୋଡ ଟାଣିବାରେ ଲାଗିଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବିହାର କରିଥିବା ରାଲିରେ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ନାମ ନ ନେଇ ସଇତାନ କହିଥିଲେ । ଯାହାକୁ ନେଇ ଲାଲୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, […]

lalu

lalu

Rakesh Mallick
  • Published: Friday, 09 October 2015
  • Updated: 09 October 2015, 02:54 PM IST

Sports

Latest News

ପାଟନା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେମିତି ବଢିବାରେ ଲାଗିଛି । ସାଧାରଣ ସଭା ହେଉ ଅବା ରାଲି ବିଭିନ୍ନ ଦଳ ଅନ୍ୟ ଦଳର ନେତାଙ୍କ ଗୋଡ ଟାଣିବାରେ ଲାଗିଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବିହାର କରିଥିବା ରାଲିରେ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ନାମ ନ ନେଇ ସଇତାନ କହିଥିଲେ । ଯାହାକୁ ନେଇ ଲାଲୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋଦି ମୋତେ ଗାଳି ଦେବା ସହ ବିହାର ଲୋକଙ୍କୁ ଅପମାନିତ କରିଛନ୍ତି। ମୋଦି ବିହାରର ଦଳିତ ଓ ପଛୁଆ ବର୍ଗର ଲୋକଙ୍କୁ ଅପମାନିତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହନ୍ତି । ମୁଁ ସଂରକ୍ଷଣ କଥା କହିଛି ଆଉ ସେ ମୋତେ ସଇତାନ କହିଛନ୍ତି । ସେ ତ ଜଣେ ବଡ ବ୍ରହ୍ମରାକ୍ଷସ।

ସୂଚନାଯୋଗ୍ୟ, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ରାଲିରେ କହିଥିଲେ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ସଇତାନକୁ ପ୍ରବେଶ କରିବାକୁ ତାଙ୍କ (ଲାଲୁ) ଶରୀର ମିଳିଥିଲା । ମୁଁ ଜାଣିଛି ସଇତାନକୁ ତାଙ୍କ ଠିକଣା କେଉଁଠୁ ମିଳିଲା । ପୁରା ଦୁନିଆରେ ସମସ୍ତଙ୍କୁ ଛାଡି ସଇତାନକୁ ତାଙ୍କ ଶରୀର ମିଳିଲା ଓ ସେ ନିଜ ସମ୍ପର୍କୀୟଙ୍କ ଭଳି ସଇତାନକୁ ସ୍ୱାଗତ କଲେ । ଲାଲୁ ଟ୍ୱିଟ କରି କହିଛନ୍ତି, ମୁଁ ଚ୍ୟାଲେଞ୍ଜ କରୁଛି ମୁଁ ସଇତାନ କହିଛି ବୋଲି ମୋଦି ଦେଖାନ୍ତୁ ନ ହେଲେ ସର୍ବସାଧାରଣରେ ପୁରା ବିହାରବାସୀଙ୍କୁ ସଇତାନ କହିଥିବାରୁ ତୁରନ୍ତ କ୍ଷମା ମାଗନ୍ତୁ । ସେ ଆହୁରି କହିଛନ୍ତି ଯେ, ମୋଦି ମୋତେ ଆୟୁଧ୍ୟ କରି ପୁରା ଦଳିତ ଓ ପଛୁଆ ବର୍ଗଙ୍କୁ ସଇତାନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story