ରବିବାର ସଂଧ୍ୟାରେ ଲକଡାଉନ ନେଇ ନିଷ୍ପତ୍ତି ଶୁଣାଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲକଡାଉନ ବଢ଼ିବ କି ନାହିଁ ସେ ନେଇ ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ରଖିପାରନ୍ତି। ଏହା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ଲକଡାଉନ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଏପ୍ରିଲ ୧୪ରେ ଲକଡାଉନର ପ୍ରଥମ ଅବଧି ଶେଷ ହେଉଛି। ଏହି ଲକଡାଉନ ଅବଧିକୁ ଆଗକୁ ବଢ଼ାଇବା ପାଇଁ ଅନେକ ରାଜ୍ୟ କେନ୍ଦ୍ରକୁ ପ୍ରସ୍ତାବ […]

MODI

MODI

Subhransu Sekhar
  • Published: Friday, 10 April 2020
  • Updated: 10 April 2020, 02:29 PM IST

Sports

Latest News

ନୂଆଦିଲ୍ଲୀ: ଲକଡାଉନ ବଢ଼ିବ କି ନାହିଁ ସେ ନେଇ ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ରଖିପାରନ୍ତି। ଏହା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ଲକଡାଉନ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ଏପ୍ରିଲ ୧୪ରେ ଲକଡାଉନର ପ୍ରଥମ ଅବଧି ଶେଷ ହେଉଛି। ଏହି ଲକଡାଉନ ଅବଧିକୁ ଆଗକୁ ବଢ଼ାଇବା ପାଇଁ ଅନେକ ରାଜ୍ୟ କେନ୍ଦ୍ରକୁ ପ୍ରସ୍ତାବ ଦେଉଛନ୍ତି। କେନ୍ଦ୍ର ସରକାର ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ବିଭିନ୍ନ ସ୍ଥିତିର ସମୀକ୍ଷା କରି ଲକଡାଉନର ଆବଶ୍ୟକ ରହିଛି କି ନାହିଁ ବିଚାରବିମର୍ଶ କରୁଛନ୍ତି।

ଲକଡାଉନ ବେଳେ ଜୁରରୀ ସେବା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ବାକି ସବୁ ବନ୍ଦ ରହିଛି। ତେଣୁ କେନ୍ଦ୍ର ସରକାର ଯଦି ଦ୍ୱିତୀୟ ଥର ପାଇଁ ଲକଡାଉନ ଘୋଷଣା କରିବେ ତାହେଲେ ଅନେକ ପ୍ରସଙ୍ଗରେ ସର୍ତ୍ତମୂଳକ ନିୟମ ଅନୁୟାୟୀ ଆଉ କିଛି ସେବା ଯୋଗାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story