ଆଜି ମୋଦିଙ୍କ ଆମେରିକା ଗସ୍ତର ଦ୍ୱିତୀୟ ଦିନ, ସନ୍ଧ୍ୟାରେ ଜାତିସଂଘରେ ଦେବେ ଉଦବୋଧନ

ନୂଆଦିଲ୍ଲୀ: ମୋଦିଙ୍କ ଆମେରିକା ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ସେ ଜାତିସଂଘରେ ସଷ୍ଟେନେବଲ୍ ଡେଭଲପମେଣ୍ଟ୍ ଉପରେ ଆୟୋଜିତ ବୈଠକକୁ ସମ୍ବୋଧିତ କରିବେ। ଭାରତୀୟ ସମୟ ଅନୁଯାୟୀ ରାତି ପ୍ରାୟ ୧୦ଟା ବେଳେ ମୋଦି ଜାତିସଂଘରେ ଉଦବୋଧନ ଦେବେ। ଏଥିରେ ବିଶ୍ୱର ପ୍ରାୟ ସମସ୍ତ ତୁଙ୍ଗ ନେତା ଉପସ୍ଥିତ ରହିବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ବିଶ୍ୱର ପ୍ରମୁଖ କମ୍ପାନୀର ସିଇଓମାନଙ୍କୁ ଭେଟିଥିଲେ। ଭାରତରେ ବୃହତ ପରିମାଣର ନିବେଶ କରିବାଲାଗି ଏଠାକାର ନିବେଶକଙ୍କୁ ମୋଦି ଆମନ୍ତ୍ରଣ […]

pm

pm

Rakesh Mallick
  • Published: Friday, 25 September 2015
  • Updated: 25 September 2015, 04:30 AM IST

Sports

Latest News

[caption id="attachment_35224" align="alignleft" width="300"]pm ନ୍ୟୁୟର୍କରେ ବିଶ୍ୱର ପ୍ରମୁଖ ସିଇଓମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି[/caption]

ନୂଆଦିଲ୍ଲୀ: ମୋଦିଙ୍କ ଆମେରିକା ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ସେ ଜାତିସଂଘରେ ସଷ୍ଟେନେବଲ୍ ଡେଭଲପମେଣ୍ଟ୍ ଉପରେ ଆୟୋଜିତ ବୈଠକକୁ ସମ୍ବୋଧିତ କରିବେ। ଭାରତୀୟ ସମୟ ଅନୁଯାୟୀ ରାତି ପ୍ରାୟ ୧୦ଟା ବେଳେ ମୋଦି ଜାତିସଂଘରେ ଉଦବୋଧନ ଦେବେ। ଏଥିରେ ବିଶ୍ୱର ପ୍ରାୟ ସମସ୍ତ ତୁଙ୍ଗ ନେତା ଉପସ୍ଥିତ ରହିବେ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ବିଶ୍ୱର ପ୍ରମୁଖ କମ୍ପାନୀର ସିଇଓମାନଙ୍କୁ ଭେଟିଥିଲେ। ଭାରତରେ ବୃହତ ପରିମାଣର ନିବେଶ କରିବାଲାଗି ଏଠାକାର ନିବେଶକଙ୍କୁ ମୋଦି ଆମନ୍ତ୍ରଣ କରିଛନ୍ତି। ଏଥିସହିତ ଭାରତରେ ବିଭିନ୍ନ ନିବେଶ ତଥା ବ୍ୟବସାୟଜନିତ ପ୍ରତିବନ୍ଧକକୁ ହଟାଇବା ଲାଗି ମଧ୍ୟ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଭାରତରେ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରରେ ନିବେଶ ଲାଗି ମୋଦି ଆମନ୍ତ୍ରଣ କରିଛନ୍ତି। ଭାରତରେ ବ୍ୟାବସାୟିକ ବାତାବରଣର ବିକାଶ ଲାଗି କିପରି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଏବଂ ନିବେଶକଙ୍କ ବିଶ୍ୱାସକୁ ବୃଦ୍ଧି କରାଯିବ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ମୋଦି କହିଛନ୍ତି। ଅର୍ଥନୈତିକ ପ୍ରସଙ୍ଗ ଉପରେ ଏହା ଏକ ଫଳପ୍ରଦ ବିଚାର ବିନିମୟ ବୈଠକ ହୋଇଛି ବୋଲି ମୋଦି ଟ୍ୱିଟ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story