ମୌର୍ଯ୍ୟ ପାର୍ଟିକୁ ଧୋକା ଦେଇଛନ୍ତି : ମାୟାବତୀ

ଲକ୍ଷ୍ମୌ: ବିଏସପି ପାର୍ଟିର ସୁପ୍ରିମୋ ମାୟାବତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୌର୍ଯ୍ୟ ପାର୍ଟିକୁ ଧୋକା ଦେଇଛନ୍ତି। ମୌର୍ଯ୍ୟ ପରିବାରବାଦରେ ବିଶ୍ୱାସ କରନ୍ତି। ମୌର୍ଯ୍ୟଙ୍କୁ ପୁଣି ଥରେ ବିଏସପି ପାର୍ଟିକୁ ଆସିବାକୁ ଦିଆଯିବ ନାହିଁ।” ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଏସପି ପାର୍ଟିରୁ ଇସ୍ତଫା ଦେଲାବେଳେ କହିଥିଲେ, “ମାୟାବତୀ ଦଳିତଙ୍କର ନୁହେଁ। ବରଂ ଦୌଲତର ଝିଅ ଅଟନ୍ତି। ଏହା ସହ ପାର୍ଟିରେ ଆମ୍ବେଦକରଙ୍କ ବିଚାରକୁ ମଧ୍ୟ ସମ୍ମାନ ଦିଆଯାଉନାହିଁ।”

mayawati

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 03:14 PM IST

ଲକ୍ଷ୍ମୌ: ବିଏସପି ପାର୍ଟିର ସୁପ୍ରିମୋ ମାୟାବତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୌର୍ଯ୍ୟ ପାର୍ଟିକୁ ଧୋକା ଦେଇଛନ୍ତି। ମୌର୍ଯ୍ୟ ପରିବାରବାଦରେ ବିଶ୍ୱାସ କରନ୍ତି। ମୌର୍ଯ୍ୟଙ୍କୁ ପୁଣି ଥରେ ବିଏସପି ପାର୍ଟିକୁ ଆସିବାକୁ ଦିଆଯିବ ନାହିଁ।”

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଏସପି ପାର୍ଟିରୁ ଇସ୍ତଫା ଦେଲାବେଳେ କହିଥିଲେ, “ମାୟାବତୀ ଦଳିତଙ୍କର ନୁହେଁ। ବରଂ ଦୌଲତର ଝିଅ ଅଟନ୍ତି। ଏହା ସହ ପାର୍ଟିରେ ଆମ୍ବେଦକରଙ୍କ ବିଚାରକୁ ମଧ୍ୟ ସମ୍ମାନ ଦିଆଯାଉନାହିଁ।”

Related story