ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ସ୍ଥଗିତ, ଖୁବ୍‌ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ: ଶହ ଶହ ବୈଜ୍ଞାନିକ, ଲକ୍ଷ ଲକ୍ଷ ଭାରତୀୟ ଏବଂ ବେଶ୍‌ କିଛି ଦେଶ ଅପେକ୍ଷା କରି ରହିଥିଲେ ଭୋର ୨.୫୧ ବେଳେ ମହାକାଶକୁ ଯିବ ଚନ୍ଦ୍ରଯାନ। କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର କାଉଣ୍ଟ ଡାଉନ୍‌ ବନ୍ଦ ରଖାଯାଇଛି। ଲଞ୍ଚ ଭେଇକିଲରେ କୌଣସି ସମସ୍ୟା ଥିବାରୁ ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ ଗବେଷଣା କେନ୍ଦ୍ରରୁ ଉତ୍‌କ୍ଷେପଣ ହେବାର ଥିଲା। ଉତ୍‌କ୍ଷେପଣ ପାଇଁ ଆଉ […]

chandrayan-2

chandrayan-2

Subrat Kumar Nayak
  • Published: Monday, 15 July 2019
  • Updated: 15 July 2019, 07:44 AM IST

Sports

Latest News

ନୂଆଦିଲ୍ଲୀ: ଶହ ଶହ ବୈଜ୍ଞାନିକ, ଲକ୍ଷ ଲକ୍ଷ ଭାରତୀୟ ଏବଂ ବେଶ୍‌ କିଛି ଦେଶ ଅପେକ୍ଷା କରି ରହିଥିଲେ ଭୋର ୨.୫୧ ବେଳେ ମହାକାଶକୁ ଯିବ ଚନ୍ଦ୍ରଯାନ। କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର କାଉଣ୍ଟ ଡାଉନ୍‌ ବନ୍ଦ ରଖାଯାଇଛି। ଲଞ୍ଚ ଭେଇକିଲରେ କୌଣସି ସମସ୍ୟା ଥିବାରୁ ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ ଗବେଷଣା କେନ୍ଦ୍ରରୁ ଉତ୍‌କ୍ଷେପଣ ହେବାର ଥିଲା।

ଉତ୍‌କ୍ଷେପଣ ପାଇଁ ଆଉ ମାତ୍ର ୫୬ ମିନିଟ୍‌ ୨୪ ସେକେଣ୍ଡ ବାକିଥିବାବେଳେ ହଠାତ୍‌ କାଉଣ୍ଟ ଡାଉନ୍‌ ବନ୍ଦ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଏହା ଆଜି ଆଉ ଉତ୍‌କ୍ଷେପଣ ହୋଇପାରିବ ନାହିଁ। ତେବେ ପୁଣି କେଉଁଦିନ ଉତ୍‌କ୍ଷେପଣ ହେବା ତା’ର ଚୂଡ଼ାନ୍ତ ତାରିଖ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିରେ କୌଣସି ଦୁଃଖ ପ୍ରକାଶ କରିବାର ନାହିଁ। କାରଣ ତରବରରେ ତ୍ରୁଟି ସହିତ ମହାକାଶ ଯିବା ଅପେକ୍ଷା ତ୍ରୁଟିଶୂନ୍ୟ ଲଞ୍ଚିଂ ଶ୍ରେୟସ୍କର। କାରଣ ପ୍ରଥମ ଷ୍ଟେଜ୍‌ ସଲିଡ୍‌ ହୋଇଥିବାବେଳେ ଅନ୍ୟ ଷ୍ଟେଜ୍‌ଗୁଡ଼ିକ ତୁଳନାତ୍ମକ ଭାବେ ସୂକ୍ଷ୍ମ ହୋଇଥିବାରୁ ସାବଧାନ କରିବାକୁ ପଡ଼ିବ। ପୂର୍ବରୁ ମଧ୍ୟ ଏପରି ଉତ୍‌କ୍ଷେପଣ ସ୍ଥଗିତ ରଖାଯାଇ ତ୍ରୁଟିରେ ସୁଧାର ଅଣାଯାଇଛି।

ସଚନାଯୋଗ୍ୟ ଯେ, ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story