ପ୍ରତିରକ୍ଷା ବଜେଟ୍ ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରକୁ ୩ ଲକ୍ଷ ୫ ହଜାର ୨୯୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୨.୯୫ ଲକ୍ଷ କୋଟି ଟଙ୍କା ଥିଲା। ପୂର୍ବ ବଜେଟ୍‌ ମାନଙ୍କରେ ପ୍ରତିରକ୍ଷା କ୍ଷେତ୍ରକୁ କେବେ ଏତେ ପରିମାଣର ବ୍ୟୟ ବରାଦ କରାଯାଇ ନ ଥିଲା। ଲୋକସଭାରେ ଆଜି ଅନ୍ତରିଣ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ସାଧାରଣ ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍ ଉପସ୍ଥାପନ କରି […]

de

Jagamohan Maharana
  • Published: Friday, 01 February 2019
  • , Updated: 01 February 2019, 02:25 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରକୁ ୩ ଲକ୍ଷ ୫ ହଜାର ୨୯୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୨.୯୫ ଲକ୍ଷ କୋଟି ଟଙ୍କା ଥିଲା। ପୂର୍ବ ବଜେଟ୍‌ ମାନଙ୍କରେ ପ୍ରତିରକ୍ଷା କ୍ଷେତ୍ରକୁ କେବେ ଏତେ ପରିମାଣର ବ୍ୟୟ ବରାଦ କରାଯାଇ ନ ଥିଲା।

ଲୋକସଭାରେ ଆଜି ଅନ୍ତରିଣ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ସାଧାରଣ ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି । ସେହିପରି ଗତ ବର୍ଷରୁ ୱାନ୍‌ ରାଙ୍କ୍ ୱାନ୍‌ ପେନ୍‌ସନ୍‌ ମାଧ୍ୟମରେ ୩୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

Related story