ମୁମ୍ବାଇ ଆକ୍ରମଣରୁ ବଞ୍ଚି ଯାଇଥିବା ୧୦ ବର୍ଷୀୟ ଇସ୍ରାଏଲୀ ବାଳକ ମୋଶେଙ୍କୁ ଭେଟିବେ ମୋଦି

ଜେରୁଜେଲମ: ୨୬ /୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିବା ୧୦ ବର୍ଷୀୟ ଇସ୍ରାଏଲୀୟ ବାଳକ ମୋଶେ ହୋଲତଜବର୍ଗଙ୍କୁ ଆଜି ଭେଟିବେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁମ୍ବାଇସ୍ଥିତ ନରିମନ ହାଉସଠାରେ ଆତଙ୍କବାଦୀଙ୍କ ଗୁଳିରେ ମୋଶେଙ୍କ ପିତାମାତଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ମୋଶେଙ୍କ ଆୟା ସାଣ୍ଡ୍ରା ସେମୁଏଲ ତାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ମୋଶେ ଏବେ ନିଜ ଜେଜେବାପା ଓ ଜେଜେ ମାଆଙ୍କ ସହ ଇସ୍ରାଏଲରେ ରହୁଛନ୍ତି। ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ […]

moshe-759

moshe-759

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 03:52 PM IST

Sports

Latest News

ଜେରୁଜେଲମ: ୨୬ /୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିବା ୧୦ ବର୍ଷୀୟ ଇସ୍ରାଏଲୀୟ ବାଳକ ମୋଶେ ହୋଲତଜବର୍ଗଙ୍କୁ ଆଜି ଭେଟିବେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁମ୍ବାଇସ୍ଥିତ ନରିମନ ହାଉସଠାରେ ଆତଙ୍କବାଦୀଙ୍କ ଗୁଳିରେ ମୋଶେଙ୍କ ପିତାମାତଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ମୋଶେଙ୍କ ଆୟା ସାଣ୍ଡ୍ରା ସେମୁଏଲ ତାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ମୋଶେ ଏବେ ନିଜ ଜେଜେବାପା ଓ ଜେଜେ ମାଆଙ୍କ ସହ ଇସ୍ରାଏଲରେ ରହୁଛନ୍ତି।

ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ମୋଶେ ୨ ବର୍ଷର ହୋଇଥିଲେ। ତାଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ଆୟା ସେଣ୍ଡ୍ରା ଏବଂ ମୋଶେଙ୍କୁ ମୋଦି ଆଜି ସାକ୍ଷାତ କରିବେ। ଏବେ ଇସ୍ରାଏଲୀୟ ନାଗରିକତ୍ବ ପାଇ ସାରିଥିବା ସାଣ୍ଡ୍ରା, ଶିଶୁ ମୋଶେଙ୍କୁ ବହୁତ ଭଲ ପାଆନ୍ତି। ସେ ଏବେ ଜେରୁଜେଲମ୍‌ସ୍ଥିତ ଏକ ସଂଗଠନରେ କାମ କରୁଛନ୍ତି। ସେଣ୍ଡ୍ରା କହିଛନ୍ତି, ମୋଶେ ମୋ ପାଇଁ ଦୁନିଆ ଭଳି। ପ୍ରତି ଶନିବାର ରାତିରେ ମୁଁ ମୋଶେଙ୍କୁ ଦେଖା କରିବାକୁ ଯାଏ। ସେ ପିଜା ଓ ଆଇସକ୍ରିମ୍ ଖାଇବାକୁ ବହୁତ ଭଲପାଏ। ମୁଁ ତା’ ପାଇଁ ଏ ସବୁ କିଣି ତାକୁ ଦେଖା କରିବାକୁ ଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story