ମୁମ୍ୱାଇ: Google ଚଳିତ ବର୍ଷ ସର୍ଚ୍ଚ ହୋଇଥିବା ବିଭିନ୍ନ ସାମଗ୍ରୀ ଏବଂ ତଥ୍ୟ ବାବଦରେ ବିବରଣୀ ପ୍ରକାଶ କରିଛି। ଏହି ବିବରଣୀରେ ୨୦୧୭ରେ କ’ଣ କ’ଣ ସର୍ଚ୍ଚ କରାଯାଇଛି ସେ ସମ୍ପର୍କରେ ପ୍ରକାଶ ପାଇଛି। ମୋବାଇଲ ଫୋନ୍ ସମ୍ପର୍କରେ ଥିବା ତଥ୍ୟରେ ୮ଟି ସ୍ମାର୍ଟଫୋନ୍ ସମ୍ପର୍କରେ ପ୍ରକାଶ ପାଇଛି। ଯାହାକୁ ଅଧିକ ସଂଖ୍ୟକ ଦର୍ଶକ ସର୍ଚ୍ଚ କରିଛନ୍ତି।
ଏହି ତାଲିକାରେ i phone 8, i phone X, Samsung Galaxy s8, Nokia 6, Nokia 3310, Razer Phone, Oppo f5, One plus 5 ଭଳି ମଡେଲ ସର୍ବାଗ୍ରେ ରହିଛି । i phone X ମଡେଲକୁ ଆପେଲ କମ୍ପାନୀ ଚଳିତ ବର୍ଷ ୧୦ମ ବାର୍ଷିକୋତ୍ସବରେ ମାର୍କଟରେ ଲଞ୍ଚ କରିଥିଲା। ଯାହାକୁ ଅଧିକ ଖୋଜିଥିଲେ ଦର୍ଶକ।
ଗତବର୍ଷ i phone 7 ତାଲିକାର ସର୍ବାଗ୍ରେ ରହି ସମସ୍ତ ଫୋନ୍କୁ ପଛରେ ପକାଇ ଦେଇଥିଲା। ସେହିପରି ଆକର୍ଷଣୀୟ ଅଫର ଯୋଗୁ ଲୋକେ freedom 251କୁ ମଧ୍ୟ ଖୁବ୍ ସର୍ଚ୍ଚ କରିଥିଲେ। ସବୁଠାରୁ ଦାମିକିଆ ସେଟ୍ ଭାବେ apple i phoneର ଚର୍ଚ୍ଚା ରହିଥିବା ବେଳେ ଶସ୍ତା i phone ଭାବେ i phone seକୁ ମଧ୍ୟ ଗ୍ରାହକ ଖୁବ୍ ଖୋଜିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।