ଏୟାର ଷ୍ଚ୍ରାଇକ ସର୍ଭେ, ଶ୍ରେୟ ମୋଦିଙ୍କ ସପକ୍ଷରେ

ନୂଆଦିଲ୍ଲୀ: ପାକିସ୍ତାନ ବାଲାକୋଟ ଆତଙ୍କବାଦୀ କ୍ୟାମ୍ପରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା। ଯେଉଁଥିରେ ୩୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ଦାବି ହୋଇଥିଲା। ଏହି ଏୟାରଷ୍ଟ୍ରାଇକ ପାଇଁ ମୋଦି ସରକାରକୁ ବିଜେପି ଶ୍ରେୟ ଦେବାକୁ ଚେଷ୍ଟା କରୁଛି। ଏହାକୁ ନେଇ ଜାତୀୟ ଘରୋଇ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ୧୦, ୪୨୮ ଲୋକଙ୍କୁ ନେଇ ଏକ ସର୍ଭେ କରିଛି। ଯେଉଁଥିରେ ଏୟାରଷ୍ଟ୍ରାଇକ ପାଖରୁ ଆରମ୍ଭ କରି ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ସ୍ଵଦେଶ ଫେରିବା ପର୍ଯ୍ୟନ୍ତ […]

modi

modi

Hemant Lenka
  • Published: Saturday, 09 March 2019
  • Updated: 09 March 2019, 10:10 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ବାଲାକୋଟ ଆତଙ୍କବାଦୀ କ୍ୟାମ୍ପରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା। ଯେଉଁଥିରେ ୩୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ଦାବି ହୋଇଥିଲା। ଏହି ଏୟାରଷ୍ଟ୍ରାଇକ ପାଇଁ ମୋଦି ସରକାରକୁ ବିଜେପି ଶ୍ରେୟ ଦେବାକୁ ଚେଷ୍ଟା କରୁଛି। ଏହାକୁ ନେଇ ଜାତୀୟ ଘରୋଇ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ୧୦, ୪୨୮ ଲୋକଙ୍କୁ ନେଇ ଏକ ସର୍ଭେ କରିଛି। ଯେଉଁଥିରେ ଏୟାରଷ୍ଟ୍ରାଇକ ପାଖରୁ ଆରମ୍ଭ କରି ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ସ୍ଵଦେଶ ଫେରିବା ପର୍ଯ୍ୟନ୍ତ ମୋଟ ୫ଟି ପ୍ରଶ୍ନକୁ ନେଇ ସର୍ଭେ ହୋଇଛି।

ପ୍ରଥମ ପ୍ରଶ୍ନ ଏୟାର ଷ୍ଟ୍ରାଇକ ବାବଦରେ ଶୁଣିଛ କି ? ଜବାବରେ ୯୪ ପ୍ରତିଶତ ‘ହଁ’, ୩ ପ୍ରତିଶତ ‘ନାଁ’ ବାକି ୩ ପ୍ରତିଶତ ଏୟାର ଷ୍ଟ୍ରାଇକ ହୋଇନଥିବା କହିଥିଲେ ।

ଦ୍ୱିତୀୟ ପ୍ରଶ୍ନ ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ନିପାତ ହୋଇଛନ୍ତି କି ନାହିଁ ? ଜବାବରେ ୬୬ ପ୍ରତିଶତ ‘ହଁ’ ୮ ପ୍ରତିଶତ ‘ନାଁ’ ଏବଂ ୨୬ ପ୍ରତିଶତ ଏ ବିଷୟରେ ଜାଣିନଥିବା କହିଛନ୍ତି । ଅର୍ଥାତ୍ ୩୪ ପ୍ରତିଶତ ଲୋକ ଆତଙ୍କବାଦୀ ଆକ୍ରମଣ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

ତୃତୀୟ ପ୍ରଶ୍ନ ପାକିସ୍ତାନର ବାଲାକୋଟରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣର ଶ୍ରେୟ କାହାକୁ ଯିବ ? ଜବାବରେ ୫୬ ପ୍ରତିଶତ ବିଜେପିକୁ, ୪ ପ୍ରତିଶତ ବିରୋଧୀ, ୭ ପ୍ରତିଶତ ଉଭୟ ବିଜେପି ଓ ବିରୋଧୀକୁ, ୪ ପ୍ରତିଶତ କାହାରିକୁ ନୁହେଁ ଏବଂ ୨୯ ପ୍ରତିଶତ ଏ ବିଷୟରେ ଜାଣିନଥିବା କହିଛନ୍ତି ।

ଚତୁର୍ଥ ପ୍ରଶ୍ନ: ଅଭିନନ୍ଦନଙ୍କୁ ଅଟକ ରଖିବା ବାବଦରେ ଶୁଣିଛ ? ଜବାବରେ ୮୯ ପ୍ରତିଶତ ‘ହଁ’, ୬ ପ୍ରତିଶତ ‘ନାଁ’ ୫ ପ୍ରତିଶତ ଜଣାନାହିଁ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ପଞ୍ଚମ ପ୍ରଶ୍ନ ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଆଣିବାର ଶ୍ରେୟ କାହାକୁ ଯିବ ? ଜବାବରେ ୬ ପ୍ରତିଶତ ଲୋକ ଇମରାନ ଖାନଙ୍କୁ ଶ୍ରେୟ ଦେଇଥିବା ବେଳେ ୭୭ ପ୍ରତିଶତ ଲୋକ ମୋଦି ସରକାର, ୪ ପ୍ରତିଶତ ଲୋକ ଅନ୍ନ୍ୟ ଦେଶ ଏବଂ ୧୩ ପ୍ରତିଶତ ଲୋକ ଏ ସମ୍ପର୍କରେ ଜାଣି ନଥିବା କହିଛନ୍ତି। ଅର୍ଥାତ ୨୩ ପ୍ରତିଶତ ଲୋକ ୱିଙ୍ଗ କମାଣ୍ଡର ଅଭିନନ୍ଦନ ସ୍ୱଦେଶ ଫେରିବା ନେଇ ମୋଦି ସରକାରଙ୍କୁ ଶ୍ରେୟ ଦେଇନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story