ମଉଳିନି ନ୍ୟାୟ ଆଶା: କଳାହାଣ୍ଡିରୁ ଯାଇ ଦିଲ୍ଲୀରେ ପହଞ୍ଚିଲେ ମା’ଝିଅ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ପ୍ରାର୍ଥନା। କଥା ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଯାଇ ଦିଲ୍ଲୀ ଦରବାରରେ ପହଞ୍ଚିଲାଣି। ହେଲେ ନ୍ୟାୟର ନାଁଗନ୍ଧ ନାହିଁ। ମଉଳି ଯାଉଛି ଆଶା। ତଥାପି ହାର୍‌ ମାନି ନାହାନ୍ତି ମା’ ଓ ଝିଅ। ବାପା ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଝିଅ ରୁକ୍ସାନା ଓ ତାଙ୍କ ମା’ ସାହିଦା। ରୁକ୍ସାନାଙ୍କ ଅଭିଯୋଗ ଅନୁଯାୟୀ, ଜମି ବିବାଦରୁ ୧୯୯୯ […]

kalahandi-1..1

kalahandi-1..1

Niharika Rout
  • Published: Tuesday, 17 September 2019
  • Updated: 17 September 2019, 02:23 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ପ୍ରାର୍ଥନା। କଥା ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଯାଇ ଦିଲ୍ଲୀ ଦରବାରରେ ପହଞ୍ଚିଲାଣି। ହେଲେ ନ୍ୟାୟର ନାଁଗନ୍ଧ ନାହିଁ। ମଉଳି ଯାଉଛି ଆଶା। ତଥାପି ହାର୍‌ ମାନି ନାହାନ୍ତି ମା’ ଓ ଝିଅ। ବାପା ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଝିଅ ରୁକ୍ସାନା ଓ ତାଙ୍କ ମା’ ସାହିଦା।

ରୁକ୍ସାନାଙ୍କ ଅଭିଯୋଗ ଅନୁଯାୟୀ, ଜମି ବିବାଦରୁ ୧୯୯୯ ମସିହାରେ ତାଙ୍କ ବାପା ଅବଦୁଲ ହବିବଙ୍କୁ ବଡ଼ବାପା ଓ ପରିବାର ଲୋକେ  ବିଷ ଦେଇ ହତ୍ୟା କରିଥିଲେ । ସେତେବେଳେ ରୁକ୍ସାନାଙ୍କ ମାଆ ସାହିଦା ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ ଏନେଇ କୌଣସି ପଦକ୍ଷେପ ନେଲାନାହିଁ ।

ହେତୁ ପାଇବା ପରଠୁ ୨୦୧୨ରୁ ୧୭ ମଧ୍ୟରେ ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡିତ କରିବାକୁ ରୁକ୍ସାନା ସବୁସ୍ତରରେ ଉଦ୍ୟମ କରିଥିଲେ । ଏନେଇ ରୁକ୍ସାନା ଓ ତାଙ୍କ ମା’ ନବୀନ ନିବାସଠୁ ଆରମ୍ଭ କରି ମାନବାଧିକାରୀ ଆୟୋଗଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ କେଉଁଠୁ ନ୍ୟାୟ ପାଇପାରି ନାହାନ୍ତି। ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଜିଲ୍ଲା ପୁଲିସ୍‌ ଓ ରାଜ୍ୟ ପୁଲିସ୍‌ ପାଖରେ ନିବେଦନ କରିଥିଲେ । ମାତ୍ର ରାଜ୍ୟରେ ନ୍ୟାୟ ପାଇବାରୁ ବିଫଳ ହେବା ପରେ ମା’ଙ୍କ ସହ ପହଞ୍ଚିଥିଲେ ଦିଲ୍ଲୀରେ।

୨୦୧୮ରୁ ଉଭୟ ମା’ଝିଅ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ୬୨ ଦିନର ଧାରଣା ପରେ ଏହି ଘଟଣା  ପିଏମ୍ଓ ଏବଂ ଗୃହ ବିଭାଗ ନଜରକୁ ଆସିଥିଲା। ଏହାପରେ ତୁରନ୍ତ ଘଟଣାର ତଦନ୍ତ କରିବାକୁ କଳାହାଣ୍ଡି ଏସ୍‌ପିଙ୍କୁ କୁହାଯାଇଥିଲା । ହେଲେ ଏ ଯାଏ ତାହା କାର୍ଯ୍ୟକାରୀ ହେଉ ନ ଥିବାରୁ ଦିଲ୍ଲୀରେ ବୁଲି ବୁଲି ପୋଷ୍ଟର ମାରିବା ସହ ନ୍ୟାୟ ଭିକ୍ଷା କରୁଛନ୍ତି ମା’ ଝିଅ।

ପ୍ରାୟ ବର୍ଷେ ହେବ  ଖରା, ବର୍ଷା, ଶୀତରେ  ବାହାରେ ପଡ଼ି ରହିଥିଲେ ମଧ୍ୟ କାହାରି ନଜରରେ ପଡ଼ୁ ନାହାନ୍ତି ଏହି ମା’ଝିଅ।  ଥାନାକୁ ଗଲେ ସେମାନଙ୍କୁ ଘଉଡ଼ାଇ ଦିଆଯାଉଛି। ତୁରନ୍ତ ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇ ଏହାର ସମାଧାନ ଲାଗି ପଦକ୍ଷେପ ନେବାକୁ ସେମାନେ ଆକୁଳ ନିବେଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story