ପତ୍ନୀଙ୍କ ସହ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଡ୍ରାଇଭରଙ୍କୁ ୫୦୦ ଖଣ୍ଡରେ କାଟିଲେ ଡାକ୍ତର

ହୋଶାଙ୍ଗାବାଦ: ମଧ୍ୟପ୍ରଦେଶ ହୋଶାଙ୍ଗାବାଦର ଜଣେ ଡାକ୍ତର ଜଣେ ଡ୍ରାଇଭରକୁ ୫୦୦ ଖଣ୍ଡରେ କାଟିବା ସହିତ ଏହାର ପ୍ରମାଣ ନଷ୍ଟ କରିବାପାଇଁ ଏସିଡ୍‌ରେ ଭିଜାଇବା ଭଳି ଜଘନ୍ୟ ଘଟଣା ଘଟାଇଥିବା ଜଣାଯାଇଛି। କୁହାଯାଉଛି ଘଟଣାପଛର କାରଣ ହେଉଛି ପରକୀୟା ପ୍ରୀତି। ଡ୍ରାଇଭରଙ୍କ ପତ୍ନୀଙ୍କ ସହିତ ଡାକ୍ତରଙ୍କର ସମ୍ପର୍କ ଥିଲା ଏବଂ ଏହି ବିଷୟରେ ଡ୍ରାଇଭର ଜାଣିବାକୁ ପାଇବା ପରେ ସେ ବିରୋଧ କରିବାରୁ ଏପରି ଦଶା ଭୋଗିବାକୁ ହୋଇଛି। ସୋମବାର ଡାକ୍ତର ସୁନୀଲ ମନ୍ତ୍ରୀ ତାଙ୍କ ଡ୍ରାଇଭର ବୀରେନ୍ଦ୍ର ପଚୌରୀଙ୍କୁ […]

doctor

doctor

Subrat Kumar Nayak
  • Published: Wednesday, 06 February 2019
  • Updated: 06 February 2019, 04:25 PM IST

Sports

Latest News

ହୋଶାଙ୍ଗାବାଦ: ମଧ୍ୟପ୍ରଦେଶ ହୋଶାଙ୍ଗାବାଦର ଜଣେ ଡାକ୍ତର ଜଣେ ଡ୍ରାଇଭରକୁ ୫୦୦ ଖଣ୍ଡରେ କାଟିବା ସହିତ ଏହାର ପ୍ରମାଣ ନଷ୍ଟ କରିବାପାଇଁ ଏସିଡ୍‌ରେ ଭିଜାଇବା ଭଳି ଜଘନ୍ୟ ଘଟଣା ଘଟାଇଥିବା ଜଣାଯାଇଛି। କୁହାଯାଉଛି ଘଟଣାପଛର କାରଣ ହେଉଛି ପରକୀୟା ପ୍ରୀତି। ଡ୍ରାଇଭରଙ୍କ ପତ୍ନୀଙ୍କ ସହିତ ଡାକ୍ତରଙ୍କର ସମ୍ପର୍କ ଥିଲା ଏବଂ ଏହି ବିଷୟରେ ଡ୍ରାଇଭର ଜାଣିବାକୁ ପାଇବା ପରେ ସେ ବିରୋଧ କରିବାରୁ ଏପରି ଦଶା ଭୋଗିବାକୁ ହୋଇଛି।

ସୋମବାର ଡାକ୍ତର ସୁନୀଲ ମନ୍ତ୍ରୀ ତାଙ୍କ ଡ୍ରାଇଭର ବୀରେନ୍ଦ୍ର ପଚୌରୀଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଏହି ବିଷୟରେ ଜଣାପଡ଼ିବା ପରେ ପୁଲିସ ମଙ୍ଗଳବାର ଦିନ ତାଙ୍କୁ ଗିରଫ କରିଛି।

ଡାକ୍ତର ମନ୍ତ୍ରୀଙ୍କ ପତ୍ନୀଙ୍କର ଘରେ ଗୋଟିଏ ବୁଟିକ୍‌ ଥଲା ଏବଂ ତାଙ୍କ ଦେହାନ୍ତ ପରେ ଡ୍ରାଇଭରଙ୍କ ପତ୍ନୀ ତାହା ଚଲାଉଥିଲେ। ଏହା ପରେ ହିଁ ସମ୍ପର୍କ ନିବିଡ଼ ହୋଇଥିଲା।

ଏହା ଡ୍ରାଇଭରଙ୍କ ପାଇଁ ଗ୍ରହଣୀୟ ହୋଇନଥିଲା। ତେବେ ଡ୍ରାଇଭରଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କୁ ମାସିକ ୧୬ ହଜାର ଟଙ୍କାର ଡ୍ରାଇଭର ଚାକିରି ଦେବେ କହିଥିଲେ। ତଥାପି ପଚୌରୀ ନମାନିବାରୁ ସେ ହତ୍ୟା କରିଥିଲେ।

ପୁଲିସ ଡାକ୍ତରଙ୍କ ଘରେ ପହଞ୍ଚିବା ବେଳକୁ ସେ ଅସ୍ତବ୍ୟସ୍ତ ଥିବା ଜଣାପଡ଼ୁଥିଲା। ଚଟାଣରେ ରକ୍ତ ମଧ୍ୟ ପଡ଼ିଥିଲା। ଘରେ ପୁଲିସ୍‌ ଦେଖି ଡାକ୍ତର ସବୁ ସତ ମାନିଯାଇଥିଲେ। ଏହା ତାଙ୍କର ବହୁଦିନର ଯୋଜନା ଏବଂ ପ୍ରମାଣ ନଷ୍ଟ କରିବାକୁ ଏସିଡ୍‌ ଡ୍ରମ୍‌ ପ୍ରସ୍ତୁତ ରଖିଥିଲେ ବୋଲି ସ୍ୱୀକାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story