କଳା ଓ ସଂସ୍କୃତି ଅପେକ୍ଷା ମୋ ପାଇଁ ଦେଶ ପ୍ରଥମ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କଳା ଓ ସଂସ୍କୃତି ଅପେକ୍ଷା ମୋ ପାଇଁ ଦେଶ ପ୍ରଥମ। ଏମିତି କିଛି ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରି ଉପାଧ୍ୟକ୍ଷ ମୁକେଶ ଅମ୍ବାନୀ। ଡିଜିଟାଲ ମିଡିଆ ‘ଦ ପ୍ରିଣ୍ଟ’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶରେ ପାକ୍‌ କଳାକାରଙ୍କ କାମରେ ଲଗାଇଯାଇଥିବା ଅଙ୍କୁଶ ଉପରେ ମନ୍ତବ୍ୟ ରଖିଛନ୍ତି ଅମ୍ବାନୀ ଏହା କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, “ମୁଁ ଜଣେ ବୌଦ୍ଧିକ ବ୍ୟକ୍ତି।  ମୋ ପାଇଁ ଦେଶ ପ୍ରଥମ ଓ ଏହାକୁ ନେଇ ମୁଁ ନିଶ୍ଚିତ। ସବୁ ଭାରତୀୟଙ୍କ ପରି ମୁଁ ମଧ୍ୟ ଦେଶକୁ ଭଲ ପାଏ।”

ଆହୁରି ପଢ଼ନ୍ତୁ

ଅଙ୍କିତାଙ୍କ ୪.୫ କୋଟିର ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ ସୁଶାନ୍ତ ସିଂହ ରାଜପୁତ!

ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା: କରୋନା ଯୋଦ୍ଧାଙ୍କ ପାଖରେ ଦେଶ ସର୍ବଦା ଋଣି

ଚାଇନା ଉପରେ ରହିବ ନଜର, ନୌସେନା କିଣିବ ୧୦ ଡ୍ରୋନ

ଫଡନାଭିସଙ୍କୁ ବିଜେପିର ବିହାର ଦାୟିତ୍ୱ

ଉଦ୍ଧାର କାର୍ଯ୍ୟରେ ସାମିଲ ୨୨ ଅଧିକାରୀଙ୍କୁ କରୋନା, କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ବାଲାସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଆଇସିୟୁରେ ଭର୍ତ୍ତି

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ଅମିତ ଶାହ

କମଳା ହାରିସଙ୍କୁ ଅମୂଲର ନିଆରା ଶୁଭେଚ୍ଛା

ଆସ୍ଥା ଭୋଟ୍‌ ଜିତିଲେ ଗେହଲଟ ସରକାର, ବିଜେପିକୁ ଜବାବ ଦେଲେ ପାଇଲଟ୍‌

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ଆଉ କିଛି ଲୋକଙ୍କ ବୟାନ ରେକର୍ଡ କଲା ସିବିଆଇ

୬ ବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭଲ ଖବର: ଭାରତର କରୋନା ଟିକା ଫେଜ-୧ ପରୀକ୍ଷାରେ ସଫଳ