ଜମ୍ମୁ-କଶ୍ମୀରରେ ପୁଞ୍ଜି ନିବେଶ କରିବେ ଅମ୍ବାନୀ, ଗଠନ କରିବେ ସ୍ୱତନ୍ତ୍ର ଟିମ୍‌

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌। ଆଗାମୀ ଦିନରେ ଏନେଇ ଏକ ବଡ଼ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଏହି କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ସେ କହିଛନ୍ତି ଏହି ନିବେଶର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯିବ। ରିଲାଏନ୍ସର ଆନୁଆଲ ଜେନେରାଲ ମିଟିଙ୍ଗରେ ଅମ୍ବାନୀ ଏହି ଘୋଷଣା କରି ଜିଓ ଫାଇବର ସର୍ଭିସ୍‌ ଲଞ୍ଚ ହେବା ବାବଦରେ ମଧ୍ୟ କହିଛନ୍ତି। ସେ […]

Reliance-Jio-Mukesh-Ambabi

Reliance-Jio-Mukesh-Ambabi

Subrat Kumar Nayak
  • Published: Monday, 12 August 2019
  • Updated: 12 August 2019, 04:42 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌। ଆଗାମୀ ଦିନରେ ଏନେଇ ଏକ ବଡ଼ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଏହି କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ସେ କହିଛନ୍ତି ଏହି ନିବେଶର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯିବ।

ରିଲାଏନ୍ସର ଆନୁଆଲ ଜେନେରାଲ ମିଟିଙ୍ଗରେ ଅମ୍ବାନୀ ଏହି ଘୋଷଣା କରି ଜିଓ ଫାଇବର ସର୍ଭିସ୍‌ ଲଞ୍ଚ ହେବା ବାବଦରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆମେ ଜମ୍ମୁ କଶ୍ମୀର ଏବଂ ଲଦାଖର ଜନସାଧାରଣଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ ଯେ, ମୋଦି ୩୭୦ ଧାରା ଉଚ୍ଛେଦ ପରେ ଦେଶକୁ ସମ୍ବୋଧନ କରି କହିଥିଲେ ବର୍ତ୍ତମାନ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ନିବେଶ ବୃଦ୍ଧି କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ଅର୍ଥନୀତିକ ବିକାଶ କରାଯିବ। ସେ ଆହୁରି ମଧ୍ୟ କହିଥିଲେ ପୂର୍ବ ଭଳି ଦେଶବିଦେଶର ଫିଲ୍ମ ନିର୍ମାତାମାନେ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଶୁଟିଂ କରିବାକୁ ଆଗଭର ହେବେ। ସେହିପରି ପର୍ଯ୍ୟଟନ ଏବଂ ଅନ୍ୟ ଶିଳ୍ପ ମଧ୍ୟ ବିକଶିତ କରାଯିବ ବୋଲି ସେ କହିଥିଲେ।

ପୂର୍ବରୁ ଟ୍ରାଇଡେଣ୍ଟ ଗ୍ରୁପ୍‌ ମଧ୍ୟ ଜମ୍ମୁ-କଶ୍ମୀରରେ ୧ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଥିଲା। ୩୭୦ ଉଚ୍ଛେଦର ୨ ଦିନ ପରେ ଏହି ଘୋଷଣା କରାଯାଇଥିଲା। ଏହି ଗ୍ରୁପ୍‌ର ଅଧ୍ୟକ୍ଷ ରାଜିନ୍ଦର ଗୁପ୍ତା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଆମେ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story