ଆରମ୍ଭ ହେଲା ଅମ୍ବାନୀଙ୍କ ଘରେ ପ୍ରି-ୱେଡିଂ ସେରିମନି

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରି-ୱେଡିଂ ସେରିମନି  ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଓ ଶ୍ଲୋକା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।  ଶ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ଝିଅ। ତେବେ ଆଣ୍ଟିଲିଆରେ ଏନେଇ ଅମ୍ବାନୀ ପରିବାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଲୋକପ୍ରିୟ ଗୁଜରାଟି ଫୋକ୍‌ ସିଙ୍ଗର ଫାଲଗୁନୀ ପାଠକ ଟିମ୍‌ ସହ ସ୍ପେଶାଲ ପରଫମାନ୍ସ ଦେଇଥିଲେ। ଏଥିରେ ପୂରା ଅମ୍ବାନୀ ପରିବାର ଦାଣ୍ଡିଆରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଗତବର୍ଷ ମୁକେଶଙ୍କ […]

akash-sloka

akash-sloka

Chinmayee Roy
  • Published: Thursday, 21 February 2019
  • Updated: 21 February 2019, 01:06 PM IST

Sports

Latest News

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରି-ୱେଡିଂ ସେରିମନି  ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଓ ଶ୍ଲୋକା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।  ଶ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ଝିଅ। ତେବେ ଆଣ୍ଟିଲିଆରେ ଏନେଇ ଅମ୍ବାନୀ ପରିବାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଲୋକପ୍ରିୟ ଗୁଜରାଟି ଫୋକ୍‌ ସିଙ୍ଗର ଫାଲଗୁନୀ ପାଠକ ଟିମ୍‌ ସହ ସ୍ପେଶାଲ ପରଫମାନ୍ସ ଦେଇଥିଲେ। ଏଥିରେ ପୂରା ଅମ୍ବାନୀ ପରିବାର ଦାଣ୍ଡିଆରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ଗତବର୍ଷ ମୁକେଶଙ୍କ ଝିଅ ଈଷା ଅମ୍ବାନୀଙ୍କ ବାହାଘର ରାଜକୀୟ ଢଙ୍ଗରେ ସରିଥିବାବେଳେ ଆକାଶଙ୍କ ବାହାଘର ବି ବଡ଼ ଧୁମଧାମରେ କରାଯିବ ବୋଲି ସୂଚନା ମିଳିଛି। ପୁଅ ଆକାଶଙ୍କ ବାହାଘରର କାର୍ଯ୍ୟକ୍ରମ ୩ଦିନ ଯାଏ ଚାଲିବ। ମାର୍ଚ୍ଚ ୯ ତାରିଖରେ ଆକାଶ ଏବଂ ଶ୍ଲୋକା ମେହେଟ୍ଟାଙ୍କ ବାହାଘର ହେବ। ଏଥିପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇଛି। ଦିନ ୩ଟା ୩୦ରେ ବର ବାହାରି ସନ୍ଧ୍ୟା ୭ଟା ସୁଧା ଜିଓ ୱର୍ଲ୍ଡ ସେଣ୍ଟରଠାରେ ପହଞ୍ଚିବ।

ସେହିଠାରେ ହିଁ ବାହାଘର ସମ୍ପନ୍ନ ହେବ। ଏହାପରେ ୧୦ ତାରିଖଦିନ ବାହାଘରର ଉତ୍ସବ ପାଳନ ହେବ। ଏହାପରେ ମାର୍ଚ୍ଚ୧୧ରେ ଅମ୍ବାନୀ ଓ ମେହେଟ୍ଟା ପରିବାର ଜିଓ ୱର୍ଲ୍ଡ ସେଣ୍ଟରରେ ରିସେପସନ୍‌ ପାର୍ଟି ଦେବେ। ଏହି ପାର୍ଟିରେ ଏଥିରେ ଭଭୟ ପକ୍ଷଙ୍କ ପରିବାରବର୍ଗ ସମ୍ପର୍କୀୟ ଓ ବହୁ ନାମିଦାମି ଅତିଥି ଯୋଗ ଦେବେ।

https://www.instagram.com/p/BuCR-PIhf5A/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story