ମୁଲାୟମ ଅସୁସ୍ଥ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ପେଟ ଓ ଛାତି ସଂକ୍ରମିତ ହୋଇଯାଇଛି। ତେଣୁ ଗତକାଲି ରାତିରୁ ତାଙ୍କୁ ଗୁଡ଼ଗାଁଓ ସ୍ଥିତ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଡ. ସୁଶୀଲ କଟାରିୟା ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଅବସ୍ଥାରେ ଆଜି ସୁଧାର ଆସିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ତିନି ଦିନ ତଳେ ମୁଲାୟମ ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ପେଟ ଓ ଛାତି ସଂକ୍ରମିତ ହୋଇଯାଇଛି। ତେଣୁ ଗତକାଲି ରାତିରୁ ତାଙ୍କୁ ଗୁଡ଼ଗାଁଓ ସ୍ଥିତ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଡ. ସୁଶୀଲ କଟାରିୟା ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଅବସ୍ଥାରେ ଆଜି ସୁଧାର ଆସିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ତିନି ଦିନ ତଳେ ମୁଲାୟମ ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।