ଏଥର ମୈନପୁରରୁ ଲଢ଼ିବେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଆଜି ସମାଜବାଦୀ ପାର୍ଟି(ସପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ସପାର ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ମୁଲାୟମ ସିଂହ ଯାଦବଙ୍କ ଲୋକସଭା ଆସନକୁ ଦଳ ପକ୍ଷରୁ ବଦଳାଇ ଦିଆଯାଇଛି। ମୁଲାୟମ ପୂର୍ବରୁ ଆଜମଗଡ଼ରୁ ନିର୍ବାଚନ ଲଢ଼ି ଜିତିଥିବା ବେଳେ ୨୦୧୯ରେ ସେ ମୈନପୁରରୁ ଲଢ଼ିବେ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି। ଗତକାଲି କଂଗ୍ରେସ ପକ୍ଷରୁ ୧୫ ଜଣିଆ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ସପା […]

mu

mu

Hemant Lenka
  • Published: Friday, 08 March 2019
  • Updated: 08 March 2019, 04:05 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଆଜି ସମାଜବାଦୀ ପାର୍ଟି(ସପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ସପାର ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ମୁଲାୟମ ସିଂହ ଯାଦବଙ୍କ ଲୋକସଭା ଆସନକୁ ଦଳ ପକ୍ଷରୁ ବଦଳାଇ ଦିଆଯାଇଛି। ମୁଲାୟମ ପୂର୍ବରୁ ଆଜମଗଡ଼ରୁ ନିର୍ବାଚନ ଲଢ଼ି ଜିତିଥିବା ବେଳେ ୨୦୧୯ରେ ସେ ମୈନପୁରରୁ ଲଢ଼ିବେ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି।

ଗତକାଲି କଂଗ୍ରେସ ପକ୍ଷରୁ ୧୫ ଜଣିଆ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ସପା ପ୍ରଥମ ପର୍ଯ୍ୟାୟରେ ମାତ୍ର ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତାଲିକା ଅନୁସାରେ ସପା ଟିକେଟ୍‌ରୁ ଧର୍ମେନ୍ଦ୍ର ଯାଦବ ବଦାଉଁରୁ ଲଢ଼ିବେ। ସେହିପରି ଫିରୋଜାବାଦରୁ ଅକ୍ଷୟ ଯାଦବ, ଇଟାୱାରୁ କମଲେଶ ଖତେରିୟା, ରୋବେରସ୍ତଗଞ୍ଜରୁ ଭାଇଲାଲ କୌଲ ଓ ବାହାରାଇଚିରୁ ଶବିର ବାଲମିକ ଲଢ଼ିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅକ୍ଷୟ ଯାଦବ ଏଥର ସପା ମୁଖ୍ୟ ଅଖିଲେଶ ଯାଦଙ୍କ ଦାଦା ଶିବପାଲ ଯାଦବଙ୍କ ବିରୋଧରେ ଲଢ଼ିବେ। ଅକ୍ଷୟ ହେଉଛନ୍ତି ରାମଗୋପାଲ ଯାଦବଙ୍କ ପୁଅ। ୨୦୧୪ରେ ସେ ଫିରୋଜାବାଦ ଆସନରୁ ଜିତିଛନ୍ତି। ତେଣୁ ଏହି ଆସନରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story