ମୁମ୍ବାଇ-ହାୱଡ଼ା ମେଲ୍ ଲାଇନ୍‌ଚ୍ୟୁତ

ନୂଆଦିଲ୍ଲୀ: ମୁମ୍ବାଇ ହାଓ୍ଵଡ଼ା ମେଲ୍‌ର  ତିନିଟି କୋଚ୍‌ ଲାଇନ୍‌ଚ୍ୟୁତ ହୋଇଛି। ଦୁର୍ଘଟଣା ଖବର ପାଇବା ପରେ ସୁରକ୍ଷାକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡ଼ିନାହିଁ।ସେଣ୍ଟ୍ରାଲ୍‌ ରେଲ୍‌ୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୁନୀଲ ଉଦାସୀଙ୍କ କହିବା ଅନୁଯାୟୀ ରବିବାର ରାତି ୨.୦୫ ସମୟରେ ନାଗପୁର ଦେଇ ଯାଉଥିବା ମୁମ୍ବାଇ-ହାଓ୍ଵଡ଼ା ମେଲ୍‌ ଇଗତ୍‌ପୁରୀ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ବୋଲି କୁହାଯା‌ଇଛି।  

rail

rail

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 09:38 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story