ଗୁଜରାଟରେ ମୋଦି ବୁଲେଟ୍‌ ଟ୍ରେନ୍ ଚଲାନ୍ତୁ, ମୁମ୍ବାଇରେ ଦରକାର ନାହିଁ: ରାଜ୍ ଠାକରେ

ମୁମ୍ୱାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ହୋଇଥିବା ଦଳାଚକଟାକୁ ନେଇ ମହାରାଷ୍ଟ୍ର ନିର୍ମାଣ ସେନା ଏମ୍‌ଏନ୍‌ଏସ୍ ମୁଖ୍ୟ ରାଜ୍‌ ଠାକରେ ମୋଦି ସରକାରଙ୍କୁ  ଟାର୍ଗେଟ୍‌ କରିଛନ୍ତି। ଏହାସହିତ ସେ ଚେତାବନୀ ଦେଇଛନ୍ତି ଯେ ଯଦି ରେଳ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି, ତା’ହେଲେ ମୁମ୍ୱାଇରେ ବୁଲେଟ୍ ଟ୍ରେନ୍ କାମ ଆରମ୍ଭ କରିବାକୁ ଦିଆଯିବ ନାହିଁ। ସେ କହିଛନ୍ତି,“ଯଦି ମୋଦି ବୁଲେଟ୍ ଟ୍ରେନ୍ ଚଲାଇବାକୁ ଚାହୁଁଛନ୍ତି ତେବେ ସେ […]

raj_thackeray

raj_thackeray

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 09:42 AM IST

Sports

Latest News

ମୁମ୍ୱାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ହୋଇଥିବା ଦଳାଚକଟାକୁ ନେଇ ମହାରାଷ୍ଟ୍ର ନିର୍ମାଣ ସେନା ଏମ୍‌ଏନ୍‌ଏସ୍ ମୁଖ୍ୟ ରାଜ୍‌ ଠାକରେ ମୋଦି ସରକାରଙ୍କୁ  ଟାର୍ଗେଟ୍‌ କରିଛନ୍ତି। ଏହାସହିତ ସେ ଚେତାବନୀ ଦେଇଛନ୍ତି ଯେ ଯଦି ରେଳ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି, ତା’ହେଲେ ମୁମ୍ୱାଇରେ ବୁଲେଟ୍ ଟ୍ରେନ୍ କାମ ଆରମ୍ଭ କରିବାକୁ ଦିଆଯିବ ନାହିଁ।

ସେ କହିଛନ୍ତି,“ଯଦି ମୋଦି ବୁଲେଟ୍ ଟ୍ରେନ୍ ଚଲାଇବାକୁ ଚାହୁଁଛନ୍ତି ତେବେ ସେ ଗୁଜରାଟରେ ଚଲାନ୍ତୁ, ମୁମ୍ୱାଇରେ ନୁହେଁ। ଯଦି ସେମାନେ ପୋଲିସ୍‌ ଫୋର୍ସର ବ୍ୟବହାର କରିବେ ଆମେ ତାହାର ବିକଳ୍ପ ବ୍ୟବସ୍ଥା କରିବୁ।”

ରାଜ ଠାକରେ କହିଛନ୍ତି,“ଏହି ଘଟଣା ପରେ ଘଟଣାସ୍ଥଳକୁ ଯିବାକୁ ଲୋକେ ମୋତେ କହିଥିଲେ। କିନ୍ତୁ ଉଦ୍ଧାର କର୍ଯ୍ୟରେ ବାଧା ହେବା ନେଇ ଆଶଙ୍କା ଥିବାରୁ ମୁଁ ସେଠାକୁ ଯାଇ ନଥିଲି। ଡାକ୍ତର, ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ନେତା ମିଡିଆରେ ବାଇଟ୍‌ ଦେବାରେ ବ୍ୟସ୍ତ ଥିଲେ। ତେଣୁ ମୁଁ ଘଟଣାସ୍ଥଳକୁ ଗଲି ନାହିଁ।”

ଗତକାଲି ଫୁଟ୍ ଓଭର ବ୍ରିଜ୍‌ରେ ଦଳାଚକଟା ଘଟିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story