ବର୍ଷା ବିତ୍ପାତ ସମ୍ପର୍କରେ ଦେହଥରା ଅନୁଭୂତି ବାଣ୍ଟିଲେ ମୁମ୍ବାଇରେ ରହୁଥିବା ଓଡ଼ିଆ

Ordigital Desk
  • Published: Wednesday, 30 August 2017
  • , Updated: 30 August 2017, 09:55 PM IST
<p>ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ମୁମ୍ବାଇରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେବି ଅନେକ ଅଞ୍ଚଳରେ ସ୍ଥିତି ସୁଧୁରୁନି। ଗତକାଲି କେଉଁଠି କାର୍ ଭାସି ଯାଇଥିଲା ତ କେଉଁଠି ବସ୍। ଅନେକ ରେଳ ଷ୍ଟେସନ୍ ଓ ମେଡିକାଲରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶି ଯାଇଥିଲା। ଶତାଧିକ ଟ୍ରେନ୍ ବାତିଲ କରିବାକୁ ପଡ଼ିଥିଲା। ଏପରି ପରିସ୍ଥିତିରେ ମୁମ୍ବାଇରେ ଥିବା ଓଡ଼ିଆ ଲୋକମାନେ କେମିତି ଅନୁଭବ କରିଥିଲେ। କାମରେ ଯାଇ ମୁମ୍ବାଇରେ ପହଞ୍ଚିଥିବା କିଛି କିଛି ଓଡ଼ିଆ ମଧ୍ୟ ନାହିଁ ନଥିବା ସମସ୍ୟାରେ ପଡ଼ିଥିଲେ। ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ &lsquo;ଓଡ଼ିଶା ରିପୋର୍ଟର&rsquo;କୁ ପ୍ରତିକ୍ରିୟା ଦେଇଛନ୍ତି ମୁମ୍ବାଇରେ ରହୁଥିବା କିଛି ଜଣାଶୁଣା ଓଡ଼ିଆ। ଶୁଣନ୍ତୁ ସେମାନଙ୍କ ଅନୁଭୂତି।</p>

Related story