ଏଣିକି ମାସ୍କ ପିନ୍ଧିବା ଜରୁରୀ, ନ ପିନ୍ଧିଲେ ହେବେ ଗିରଫ

ମୁମ୍ବାଇ: ମହାମାରୀ କରୋନାର ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ମୁମ୍ବାଇରେ ନୂଆ ନିୟମ ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ଏଠାରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବେ ଅର୍ଥାତ ମାସ୍କ ପିନ୍ଧିବେ ନାହିଁ, ତା’ହେଲେ ତାଙ୍କୁ ଗିରଫ କରାଯିବ। ଆଜି ମୁମ୍ବାଇ ପୌରପାଳିକା ସଂସ୍ଥା ପକ୍ଷରୁ ଏହି ଘୋଷଣା କରାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏଣିକି ମୁମ୍ବାଇରେ ମାସ୍କ ପିନ୍ଧିବା ଜରୁରୀ। ସମସ୍ତ ଅଫିସ, ପବ୍ଲିକ ପ୍ଲେସ, ବୈଠକ […]

n

n

Hemant Lenka
  • Published: Wednesday, 08 April 2020
  • Updated: 08 April 2020, 04:52 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନାର ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ମୁମ୍ବାଇରେ ନୂଆ ନିୟମ ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ଏଠାରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବେ ଅର୍ଥାତ ମାସ୍କ ପିନ୍ଧିବେ ନାହିଁ, ତା’ହେଲେ ତାଙ୍କୁ ଗିରଫ କରାଯିବ।

ଆଜି ମୁମ୍ବାଇ ପୌରପାଳିକା ସଂସ୍ଥା ପକ୍ଷରୁ ଏହି ଘୋଷଣା କରାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏଣିକି ମୁମ୍ବାଇରେ ମାସ୍କ ପିନ୍ଧିବା ଜରୁରୀ। ସମସ୍ତ ଅଫିସ, ପବ୍ଲିକ ପ୍ଲେସ, ବୈଠକ ଓ ଗାଡ଼ି ମଧ୍ୟରେ ବି ଲୋକମାନେ ମାସ୍କ ପିନ୍ଧିବା ଜରୁରୀ। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବ, ତା’ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇ ପାରିବ।

ଲୋକମାନେ ଔଷଧ ଦୋକାନ କିମ୍ବା ଘରେ ତିଆରି କରି ମାସ୍କ ପରିଧାନ କରିପାରିବେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଲୋକଙ୍କୁ ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବାକୁ ନିବେଦନ କରିଥିଲେ। ଏହାପୂର୍ବରୁ ଚଣ୍ଡିଗଡ଼, ନାଗାଲ୍ୟାଣ୍ଡ ଏବଂ ଓଡ଼ିଶାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story