ଧର୍ମ ପରିବର୍ତ୍ତନ କରିବାକୁ ମଡେଲଙ୍କୁ ସ୍ୱାମୀଙ୍କ ମାରପିଟ ଅଭିଯୋଗ

ମୁମ୍ବାଇ: ମୁମ୍ବାଇର ଜଣେ ମଡେଲ ରଶ୍ମୀ ଶହବାଜକର ନିଜ ସ୍ୱାମୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି।  ସ୍ୱାମୀ ଆସିଫ ଶହବାଜକର ତାଙ୍କୁ ମାରପିଟ୍‌ କରୁଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ରଶ୍ମୀ  ବାନ୍ଦ୍ରା ପୋଲିସ୍ ନିକଟରେ  ସ୍ୱାମୀଙ୍କ ବିରୋଧରେ ଏଫ୍‌ଆଇଆର ଦେଇଛନ୍ତି। ମାରପିଟ୍‌ ଯୋଗୁଁ ଶରୀରରେ ହୋଇଥିବା କ୍ଷତକୁ ମଧ୍ୟ ସେ ପୋଲିସକୁ ଦେଖାଇଛନ୍ତି। ରଶ୍ମୀ କହିଛନ୍ତି,- “ଧର୍ମ ପରିବର୍ତ୍ତନ କରିବାକୁ ମୋତେ ସେ ମୋତେ କହୁଛନ୍ତି।  କିନ୍ତୁ  ମୁଁ ଧର୍ମ ପରିବର୍ତ୍ତନ କରିବାକୁ ମନା କରିବାରୁ  […]

nn

nn

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 10:51 AM IST

Sports

Latest News

ମୁମ୍ବାଇ: ମୁମ୍ବାଇର ଜଣେ ମଡେଲ ରଶ୍ମୀ ଶହବାଜକର ନିଜ ସ୍ୱାମୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି।  ସ୍ୱାମୀ ଆସିଫ ଶହବାଜକର ତାଙ୍କୁ ମାରପିଟ୍‌ କରୁଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ରଶ୍ମୀ  ବାନ୍ଦ୍ରା ପୋଲିସ୍ ନିକଟରେ  ସ୍ୱାମୀଙ୍କ ବିରୋଧରେ ଏଫ୍‌ଆଇଆର ଦେଇଛନ୍ତି। ମାରପିଟ୍‌ ଯୋଗୁଁ ଶରୀରରେ ହୋଇଥିବା କ୍ଷତକୁ ମଧ୍ୟ ସେ ପୋଲିସକୁ ଦେଖାଇଛନ୍ତି।

ରଶ୍ମୀ କହିଛନ୍ତି,- “ଧର୍ମ ପରିବର୍ତ୍ତନ କରିବାକୁ ମୋତେ ସେ ମୋତେ କହୁଛନ୍ତି।  କିନ୍ତୁ  ମୁଁ ଧର୍ମ ପରିବର୍ତ୍ତନ କରିବାକୁ ମନା କରିବାରୁ  ସେ ମୋତେ ମାଡ଼ ମାରୁଛନ୍ତି।”

ଆସିଫ ଓ ରଶ୍ମୀଙ୍କ ବିବାହ ୨୦୦୫ ମସିହା ଅଗଷ୍ଟ ୬ତାରିଖରେ ହୋଇଥିଲା। ସେମାନଙ୍କର ସାତ ବର୍ଷର ଏକ ଛୁଆ ଅଛି।

କିଛି ବର୍ଷ ହେବ ଧର୍ମ ପରିବର୍ତ୍ତନ କରିବାକୁ ନେଇ ତାଙ୍କ ‌ଉପରେ ଅତ୍ୟାଚାର କରାଯାଉଛି ବୋଲି ରଶ୍ମୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,- “ମୋ ସ୍ୱାମୀ ଦେଢ଼ ବର୍ଷ ପୂର୍ବରୁ ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିଥିଲେ। ବିବାହ ପରେ ସେହି ମହିଳା ଜଣଙ୍କୁ ନିଜର ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିଥିଲା।”

ରଶ୍ମୀ ଆହୁରି କହିଛନ୍ତି,-“୨୦୧୦ ମସିହାରେ ‘ଗର୍ଭବତୀ ଥିବା ସମୟରେ  ମୋ ଦେହ ଖରାପ ହୋଇଥିଲା। ସେହି ସମୟରେ  ମୋ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ରଖିଥିଲେ। ମହିଳା ଜଣଙ୍କ ମୋର ସମ୍ପକୀୟଙ୍କ ଗର୍ଲଫ୍ରେଣ୍ଡ ।

୨୦୧୬ରେ ହୋଟେଲରେ ଜଣେ ନୂଆ ଗର୍ଲଫ୍ରଣ୍ଡ ସହ ତାଙ୍କ ସ୍ୱାମୀ ଧରା ପଡ଼ିଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story