ମୁମ୍ବାଇ- ପୁଣେ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୭ ମୃତ, ୩୩ ଆହତ

ମୁମ୍ବାଇ: ମୁମ୍ବାଇ- ପୁଣେ ଏକ୍ସପ୍ରେସୱେରେ ନଭି ମୁମ୍ବାଇଠାରେ  ଆଜି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୩୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଏମଜିଏମ୍ ଓ ଅଷ୍ଟବିନାୟକ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଭୋର ୫ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି। ବସଟି ଦୁଇଟି କାରକୁ ପିଟିବା ପରେ ଭାରସାମ୍ୟ ହରାଇ ରାସ୍ତାର ପ୍ରାୟ ୨୦ ଫୁଟ […]

bus-accident-pune-mumbai-759

Rakesh Mallick
  • Published: Sunday, 05 June 2016
  • , Updated: 05 June 2016, 01:47 PM IST

ମୁମ୍ବାଇ: ମୁମ୍ବାଇ- ପୁଣେ ଏକ୍ସପ୍ରେସୱେରେ ନଭି ମୁମ୍ବାଇଠାରେ  ଆଜି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୩୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଏମଜିଏମ୍ ଓ ଅଷ୍ଟବିନାୟକ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଭୋର ୫ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି। ବସଟି ଦୁଇଟି କାରକୁ ପିଟିବା ପରେ ଭାରସାମ୍ୟ ହରାଇ ରାସ୍ତାର ପ୍ରାୟ ୨୦ ଫୁଟ ତଳକୁ ଖସିପଡ଼ିଥିଲା। ବସଟି ସତାରାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

Related story