ମହାରାଷ୍ଟ୍ରରେ ବେକାବୁ କରୋନା, ଚିନ୍ତା ବଢ଼ାଉଛି ମୁମ୍ୱାଇ

ମୁମ୍ୱାଇ: ମହାରାଷ୍ଟ୍ରରେ ବେକାବୁ ହୋଇଛି କରୋନା। ଦେଶରେ କରୋନର ହଟସ୍ପଟ ପାଲଟିଥିବା ଏହି ରାଜ୍ୟରେ ୨୪ ଘଣ୍ଟାରେ ୧୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ୩୦,୭୦୬ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ୨୨,୪୭୯ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ୨୪ ଘଣ୍ଟାରେ ୬୭ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇଲେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧୩୫ ଛୁଇଁଛି। ସେହିପରି ଆଜି ୫୨୪ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ମୋଟ୍ ୭୦୮୮ […]

coronavirus-lockdown

coronavirus-lockdown

Subhransu Sekhar
  • Published: Saturday, 16 May 2020
  • Updated: 16 May 2020, 09:29 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ବେକାବୁ ହୋଇଛି କରୋନା। ଦେଶରେ କରୋନର ହଟସ୍ପଟ ପାଲଟିଥିବା ଏହି ରାଜ୍ୟରେ ୨୪ ଘଣ୍ଟାରେ ୧୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ୩୦,୭୦୬ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ୨୨,୪୭୯ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି।

ସେହିପରି ୨୪ ଘଣ୍ଟାରେ ୬୭ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇଲେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧୩୫ ଛୁଇଁଛି। ସେହିପରି ଆଜି ୫୨୪ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ମୋଟ୍ ୭୦୮୮ ଜଣ ଡିସଚାର୍ଜ ହୋଇଥିବା ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।।

https://twitter.com/ANI/status/1261682940498472961

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ମୁମ୍ୱାଇର। ଆଜି ୨୪ ଘଣ୍ଟାରେ ୮୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ମୁମ୍ୱାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୯୬ ଛୁଇଁଛି। ସେହିପରି ୨୩୮ରୁ ଅଧିକ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ମୋଟ୍ ୪୮୦୬ ଜଣ କେବଳ ମୁମ୍ୱାଇର ରହିଛନ୍ତି। ସେହିପରି ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୧୩୫ ରହିଥିବା ବେଳେ ମୁମ୍ୱାଇରୁ କେବଳ ୬୯୬ ରହିଥିବା ଗ୍ରେଟର ମୁମ୍ୱାଇ ମହାନଗର ନିଗମ ସୂଚନା ଦେଇଛି।

https://twitter.com/ANI/status/1261672511118307331

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story