ନ୍ୟୁଜ୍‌ ଦେଖିବାକୁ ମୋବାଇଲ ମାଗି ‘ଏଚ୍‌ଡି ପର୍ଣ୍ଣ’ ସର୍ଚ୍ଚ କଲେ ଅଜଣା ବ୍ୟକ୍ତି

ମୁମ୍ବାଇ: ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା ବାବଦରେ ଖବର ଜାଣିବା ନାମରେ ଅଜଣା ଯୁବତୀଙ୍କଠାରୁ ମୋବାଇଲ ମାଗିବା ପରେ ଜଣେ ବ୍ୟକ୍ତି ‘ଏଚ୍‌ଡି ପର୍ଣ୍ଣ’ ସର୍ଚ୍ଚ କରିବା ଘଟଣା ଏବେ ଟ୍ୱିଟରରେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ୱିଟରରେ ‘ଗରମ ସଙ୍କଟ’ ନାମରେ ଆକାଉଣ୍ଟ ଖୋଲିଥିବା ଏହି ଯୁବତୀ ସେଦିନର ଘଟଣା ବାବଦରେ ବଖାଣିବା ପରେ ଏ ବିଷୟରେ ସମସ୍ତେ ଜାଣିବାକୁ ପାଇଛନ୍ତି। ସେ ସ୍କ୍ରିନ୍‌ ଶଟ୍‌ ଦେଇ ବଖାଣିଛନ୍ତି, ମୁଁ ହଷ୍ଟେଲକୁ ଫେରୁଥିଲି। ଜଣେ ବୟସ୍କ ମଉସା […]

porn

porn

Subrat Kumar Nayak
  • Published: Wednesday, 17 July 2019
  • Updated: 17 July 2019, 03:58 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା ବାବଦରେ ଖବର ଜାଣିବା ନାମରେ ଅଜଣା ଯୁବତୀଙ୍କଠାରୁ ମୋବାଇଲ ମାଗିବା ପରେ ଜଣେ ବ୍ୟକ୍ତି ‘ଏଚ୍‌ଡି ପର୍ଣ୍ଣ’ ସର୍ଚ୍ଚ କରିବା ଘଟଣା ଏବେ ଟ୍ୱିଟରରେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ୱିଟରରେ ‘ଗରମ ସଙ୍କଟ’ ନାମରେ ଆକାଉଣ୍ଟ ଖୋଲିଥିବା ଏହି ଯୁବତୀ ସେଦିନର ଘଟଣା ବାବଦରେ ବଖାଣିବା ପରେ ଏ ବିଷୟରେ ସମସ୍ତେ ଜାଣିବାକୁ ପାଇଛନ୍ତି।

ସେ ସ୍କ୍ରିନ୍‌ ଶଟ୍‌ ଦେଇ ବଖାଣିଛନ୍ତି, ମୁଁ ହଷ୍ଟେଲକୁ ଫେରୁଥିଲି। ଜଣେ ବୟସ୍କ ମଉସା ମୋ ପାଖକୁ ଆସି ଇଣ୍ଟରନେଟ୍‌ ଅଛି କି ନା ପଚାରିଲେ। ତାଙ୍କୁ ମୁଁ ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା ଦେଖାଇବାକୁ ସେ ଅନୁରୋଧ କରିଥିଲେ। ଏହାପରେ ସେସମ୍ପର୍କିତ ଏକ ଆର୍ଟିକିଲ ଦେଖାଇବାରୁ ସେ ବ୍ୟାକ୍‌ କରିବାକୁ କହିଥିଲେ ଏବଂ ପଚାରିଥିଲେ ଏ ମୋବାଇଲରେ କ’ଣ ସବୁ କିଛି ଦେଖି ହେବ।

ଏହା ପରେ ଯୁବତୀ କାମ ଅଛି କହି ବାହାରିବାକୁ ପ୍ରୟାସ କରୁଥିବାବେଳେ ସେ ପଚାରିଥିଲେ ଏଥିରେ ‘ଏଚ୍‌ଡି ପର୍ଣ୍ଣ’ ଦେଖିହେବ। ଏହାପରେ ସେ ନିଜେ ମୋବାଇଲରେ ‘ଏଚ୍‌ଡି ପର୍ଣ୍ଣ’ ଟାଇପ୍‌ କରିବା ଆରମ୍ଭ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ଯୁବତୀ ମୋବାଇଲ ଛଡ଼ାଇବା ସହ ଖସି ପଳାଇଆସିଥିଲେ।

ଯୁବତୀ କହିଛନ୍ତି, ସେ ବୟସରେ ୫୫-୬୦ ବର୍ଷର ଭଳି ଲାଗୁଥିଲେ। ମୁଁ ଭାବିଲି ତାଙ୍କୁ କିଛି ସାହାଯ୍ୟ କରିଦେବି ବା ତାଙ୍କର କେହି ଏହି କୋଠାରେ ଫଶିରହିଥିବେ। କିନ୍ତୁ ଏମିତି ଘଟିବ ଜାଣିନଥିଲି। ଶେଷ ଖବର ସୁଦ୍ଧା ମୁମ୍ବାଇ ପୁଲିସ୍‌ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବାବେଳେ ଏହି ଆକାଉଣ୍ଟଟି ଟ୍ୱିଟରରୁ ଗାୟବ୍‌ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story