ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଟ୍ରିପଲ ତଲାକ ଉପରେ ୬ମାସର ସ୍ଥଗିତାଦେଶ, ଆଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟ୍ରିପଲ ତଲାକକୁ ନେଇ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। କୋର୍ଟ ୬ ମାସ ପାଇଁ ଟ୍ରିପଲ ତଲାକ ଉପରେ ସ୍ଥଗିତାଦେଶ ଲଗାଇ ଦେଇଛନ୍ତି। ସଂସଦରେ ଏନେଇ ଆଇନ ଆଣିବାକୁ କାର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦରେ ବିଧେୟକ ଆଣି ନୂଆ ନିୟମ ପ୍ରଣୟନ ନହେବା ଯାଏଁ ତ୍ରିପଲ ତଲାକ ହୋଇପାରିବନି ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜେଏସ୍‌ ଖେହରଙ୍କ ଅଧ୍ୟକ୍ଷତାରେ ୫ ଜଣ ଜଷ୍ଟିସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । କୋର୍ଟଙ୍କ […]

supreme-court

supreme-court

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 03:40 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରିପଲ ତଲାକକୁ ନେଇ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। କୋର୍ଟ ୬ ମାସ ପାଇଁ ଟ୍ରିପଲ ତଲାକ ଉପରେ ସ୍ଥଗିତାଦେଶ ଲଗାଇ ଦେଇଛନ୍ତି। ସଂସଦରେ ଏନେଇ ଆଇନ ଆଣିବାକୁ କାର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦରେ ବିଧେୟକ ଆଣି ନୂଆ ନିୟମ ପ୍ରଣୟନ ନହେବା ଯାଏଁ ତ୍ରିପଲ ତଲାକ ହୋଇପାରିବନି ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜେଏସ୍‌ ଖେହରଙ୍କ ଅଧ୍ୟକ୍ଷତାରେ ୫ ଜଣ ଜଷ୍ଟିସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆଜିଠାରୁ ୬ ମାସ ପର୍ଯ୍ୟନ୍ତ କୌଣସି ମୁସଲିମ୍‌ ମହିଳାଙ୍କୁ ତିନିଥର ‘ତଲାକ’ କହି କେହି ଛାଡିପାରିବେ ନାହିଁ।

ତ୍ରିପଲ ତଲାକ ମାମଲାରେ ଗତ ମେ’ ମାସ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା। ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। କେନ୍ଦ୍ର ସରକାର ଏହି ମାମଲାରେ ତାଙ୍କର ପକ୍ଷ ରଖି ତିନି ତଲାକ୍ ପ୍ରଥାକୁ ଅସାମ୍ବିଧାନିକ ବୋଲି ଦର୍ଶାଇବା ସହ ଏହାର ପରିସମାପ୍ତି ପାଇଁ ଅନୁରୋଧ କରିଥିଲେ।

ସୂଚନା ଅନୁଯାୟୀ,  ଶେଷଥର ପାଇଁ ଗତ ମେ ୧୮ରେ ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା।  ତେବେ ଏହି ୫ ଜଣିଆ ଖଣ୍ଡପୀଠରେ ବିଭିନ୍ନ ଧର୍ମ ସମ୍ପ୍ରଦାୟ ତଥା ଶିଖ, ଖ୍ରୀଷ୍ଟିଆନ୍‌, ପାର୍ସି, ହିନ୍ଦୁ ଏବଂ ମୁସଲିମ ଧର୍ମର ବିଚାରପତିଙ୍କୁ ସାମିଲ କରାଯାଇଥିଲା। ମୁଖ୍ୟ ବିଚାରପତି ଜେଏସ କେହେର ଅଧ୍ୟକ୍ଷତାରେ ଏହି ୫ ଜଣିଆ ବେଞ୍ଚ ଗଠନ କରାଯାଥିଲା। ଏହି ମାମଲା ସମ୍ପର୍କରେ ୭ଟି ଆବେଦନ ଆସିଥିଲା। ତେବେ ୫ଟି ଆବେଦନ ମୁସଲି ମହିଳାଙ୍କ ପକ୍ଷରୁ ଆସିଥିଲା। ଆବେଦନରେ  ତିନ୍‌ ତଲାକ ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ଆବେଦନ କରାଯାଇଥିଲା।  ତେବେ ଶୁଣାଣି ବେଳେ ଏହି ଟ୍ରିପଲ ତଲାକ ବ୍ୟବସ୍ଥା ଅତ୍ୟନ୍ତ  କୁତ୍ସିତ ପ୍ରଥା ବୋଲି  କୋର୍ଟ ଅନୁଭବ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story