ମୁସଲିମ୍‌ ଭାରତକୁ ଦୀର୍ଘ ଦିନ ଧରି ଶାସନ କରିଛନ୍ତି, ଆମକୁ କାଗଜ କାହିଁକି ମଗାଯିବ: ଆକବରୁଦ୍ଦିନ୍‌

ସିକନ୍ଦରାବାଦ: ଏଆଇଏମ୍‌ଆଇଏମ୍‌ ନେତା ଆକବରୁଦ୍ଦିନ୍‌ ଓୱେସି ମଙ୍ଗଳବାର କହିଛନ୍ତି, ମୁସଲିମ୍‌ଙ୍କୁ କେହି ମଧ୍ୟ ନାଗରିକତା ପ୍ରମାଣ ପାଇଁ କାଗଜ ମାଗିବାର ଅଧିକାର ନାହିଁ। ତାଙ୍କ ପୂର୍ବ ପୁରୁଷ ଭାରତକୁ ଶାସନ କରିଥିବାରୁ ଏପରି କେହି କରିପାରିବେ ନାହିଁ ବୋଲି ଓୱେସି କହିଛନ୍ତି। ସେ ଏକ ଶାଭାଯାତ୍ରାରେ ସିଏଏକୁ ଟାର୍ଗେଟ୍‌ କରି କହିଛନ୍ତି, ତାଙ୍କ ପୂର୍ବପୁରୁଷ ଦେଶକୁ ଲାଲକିଲ୍ଲା, ଚାରମିନାର ଏବଂ କୁତାବ ମିନାର ଆଦି ଦେଇଛନ୍ତି। ସେ କହିଛନ୍ତି, “ଭୟ କରିବାର ନାହିଁ। ଆଜି ସେମାନେ ପଚାରୁଛନ୍ତି […]

akbaruddin

akbaruddin

Subrat Kumar Nayak
  • Published: Tuesday, 21 January 2020
  • Updated: 21 January 2020, 05:14 PM IST

Sports

Latest News

ସିକନ୍ଦରାବାଦ: ଏଆଇଏମ୍‌ଆଇଏମ୍‌ ନେତା ଆକବରୁଦ୍ଦିନ୍‌ ଓୱେସି ମଙ୍ଗଳବାର କହିଛନ୍ତି, ମୁସଲିମ୍‌ଙ୍କୁ କେହି ମଧ୍ୟ ନାଗରିକତା ପ୍ରମାଣ ପାଇଁ କାଗଜ ମାଗିବାର ଅଧିକାର ନାହିଁ। ତାଙ୍କ ପୂର୍ବ ପୁରୁଷ ଭାରତକୁ ଶାସନ କରିଥିବାରୁ ଏପରି କେହି କରିପାରିବେ ନାହିଁ ବୋଲି ଓୱେସି କହିଛନ୍ତି। ସେ ଏକ ଶାଭାଯାତ୍ରାରେ ସିଏଏକୁ ଟାର୍ଗେଟ୍‌ କରି କହିଛନ୍ତି, ତାଙ୍କ ପୂର୍ବପୁରୁଷ ଦେଶକୁ ଲାଲକିଲ୍ଲା, ଚାରମିନାର ଏବଂ କୁତାବ ମିନାର ଆଦି ଦେଇଛନ୍ତି।

ସେ କହିଛନ୍ତି, “ଭୟ କରିବାର ନାହିଁ। ଆଜି ସେମାନେ ପଚାରୁଛନ୍ତି ମୁସଲିମ୍‌ଙ୍କର କ’ଣ ଅଛି? ମୋତେ କହିବାର ଅଛି, ତୁମେ ମୋର କାଗଜ ଯାଞ୍ଚ କରିବାକୁ ଚାହୁଁଛି। ୮୦୦ ବର୍ଷ ପାଇଁ ମୁଁ ଏ ଦେଶକୁ ଶାସନ କରିଛି। ଏ ଦେଶ ମୋର ଏବଂ ମୋର ହୋଇ ରହିବ। ଯେଉଁ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଉତ୍ତୋଳନ କରନ୍ତି ତାହା ମଧ୍ୟ ମୋ ପୂର୍ବପୁରୁଷଙ୍କ ନିର୍ମିତ। ପ୍ରମାଣ ଚାହୁଁଛ ତ? ଦେଖ ଚାରମିନାର ହିଁ ପ୍ରମାଣ ମୋ ପୂର୍ବପୁରୁଷମାନେ ଯାହା କରିଯାଇଛନ୍ତି।”

ସିଏଏ ବିରୋଧୀ ହିଂସାରେ ୮୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ବିଜେପିର ରାମମାଧବଙ୍କ ମନ୍ତବ୍ୟ ପରେ ଗତ ରବିବାର ଆକବରୁଦ୍ଦିନ୍‌ଙ୍କ ଭାଇ ମଧ୍ୟ ପ୍ରତିକ୍ରିୟା ଅସାଦୁଦ୍ଦିନ୍‌ କହିଥିଲେ। ସେ କହିଥିଲେ, “ଜାଠ ଆନ୍ଦୋଳନରେ ୨୦୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଡେରା ସଚ୍ଚ ସୌଦା ହିଂସାରେ ୧୨୮ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା, ପଟେଲ ଆନ୍ଦୋଳନରେ ୬୬୦ ପୁଲିସ୍‌ ଗାଡ଼ି ଏବଂ ୧୮୨୨ ସରକାରୀ କୋଠା ଭଙ୍ଗାଯାଇଥିଲା। ଏସବୁ ଘଟଣାରେ କିଛି ଆଦାୟ ହୋଇଥିଲା କି? ଇନ୍ସପେକ୍ଟର ସୁବୋଧ ସିଂହଙ୍କ ହତ୍ୟାକାରୀ ଏବେ ଜାମିନରେ ଆସି ବୁଲୁଛନ୍ତି। ପ୍ରତିଶୋଧ ନିଆଯିବନି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story