ଶହେ ବର୍ଷରେ ପାଦ ଥାପିଲେ ମୋଦିଙ୍କ ମା’; ପୁଅ କହିଲେ, ସେ ଅସାଧାରଣ

ଅହମ୍ମଦାବାଦ: ଆଜି ଶହେ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦୀ। ନିଜ ମା’ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ସେଠାରେ ସେ ମା’ଙ୍କ ପାଦ ଧୋଇ ଦେବା ସହ ଉକ୍ତ ପାଣିକୁ ନିଜ ଆଖିରେ ଲଗାଇଛନ୍ତି। ନିଜ ମା’ଙ୍କ ଶହେତମ ଜନ୍ମଦିନ ଅବସରରେ ଭାବବିହ୍ୱଳ ହୋଇପଡ଼ିଥିବା ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ମା’ଙ୍କ ମହାନତା ବିଷୟରେ ଉଲ୍ଲେଖ କରିଛନ୍ତି। ଏନେଇ ସେ […]

modi

modi

Niharika Rout
  • Published: Saturday, 18 June 2022
  • Updated: 18 June 2022, 03:50 PM IST

Sports

Latest News

ଅହମ୍ମଦାବାଦ: ଆଜି ଶହେ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦୀ। ନିଜ ମା’ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ସେଠାରେ ସେ ମା’ଙ୍କ ପାଦ ଧୋଇ ଦେବା ସହ ଉକ୍ତ ପାଣିକୁ ନିଜ ଆଖିରେ ଲଗାଇଛନ୍ତି। ନିଜ ମା’ଙ୍କ ଶହେତମ ଜନ୍ମଦିନ ଅବସରରେ ଭାବବିହ୍ୱଳ ହୋଇପଡ଼ିଥିବା ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ମା’ଙ୍କ ମହାନତା ବିଷୟରେ ଉଲ୍ଲେଖ କରିଛନ୍ତି।

ଏନେଇ ସେ ଏକ ହୃଦୟସ୍ପର୍ଶୀ ବ୍ଲଗ୍ ଲେଖିଥିବା ବେଳେ ତାହାକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ଏହି ଅବସରରେ ସେ ଲେଖିଛନ୍ତି, “ମା’ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଭାବପ୍ରବଣତାକୁ ବୁଝାଇଥାଏ। ଆଜି ଜୁନ୍ ୧୮ ତାରିଖରେ ମୋ ମା’ ହୀରାବେନ ୧୦୦ ବର୍ଷରେ ପ୍ରବେଶ କରିଛନ୍ତି। ଏହି ବିଶେଷ ଦିନରେ ମୁଁ ଖୁବ୍‌ ଆନନ୍ଦିତ।

ପ୍ରଧାନମନ୍ତ୍ରୀ ନିଜ ବ୍ଲଗରେ ମା’ ହୀରାବେନଙ୍କୁ ଜଣେ ସରଳ କିନ୍ତୁ ଅସାଧାରଣ ମହିଳା ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ‘ମା’ ଛୋଟ ବେଳୁ ହିଁ ଚାରିପଟେ ଅଭାବ, ଅସୁବିଧା ଦେଖିଛନ୍ତି। ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୋ ମା’ ଛୋଟ ବେଳୁ ମାତୃହୀନ। ମା’ କେମିତି କ’ଣ ଜାଣିବାର ସୁଯୋଗ ସେ ଛୋଟ ବେଳୁ ପାଇନାହାନ୍ତି। ନିଜ ଘରେ ସବୁ ଦାୟିତ୍ୱ ତୁଲାଉଥିବା ବେଳେ ବିବାହ ପରେ ବଡ଼ ବୋହୂ ହୋଇଥିବାରୁ ଶ୍ୱଶୁର ଘରର ମଧ୍ୟ ସମସ୍ତ ଦାୟିତ୍ୱ ସେ ତୁଲାଇଛନ୍ତି। ସବୁବେଳେ ଅଭାବ ମଧ୍ୟରେ ଜୀବନ କାଟି ମଧ୍ୟ ସେ କେବେ ଭାଙ୍ଗିପଡ଼ି ନଥିଲେ।’

[caption id="" align="aligncenter" width="770"] ମା’ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି ମୋଦି ।[/caption]

ପିଏମ ମୋଦି ନିଜ ମା’ ଦେଇଥିବା ଅନେକ ବଳିଦାନକୁ ମନେ ପକାଇଛନ୍ତି। ପିଲାବେଳେ ରହୁଥିବା ଏକ ଛୋଟ ଘରକୁ ମନେ ପକାଇ ସେ କହିଛନ୍ତି, ଝାଟିମାଟିର ଏକ ଛୋଟ ଘରେ ପିତାମାତା ଏବଂ ଭାଇଭଉଣୀଙ୍କ ସହିତ ରହୁଥିଲୁ। ବାପାଙ୍କ ରୋଜଗାରରେ ଘର ଖର୍ଚ୍ଚ ଉଠାଇବା ସମ୍ଭବ ନ ହେବାରୁ ମା’ ଅନ୍ୟ ଘରେ ବାସନ ମାଜୁଥିଲେ। ଏହାବାଦ ଫାଙ୍କା ସମୟରେ ଚରଖା ଚଲାଇ କିଛି ରୋଜଗାର କରିବାକୁ ଚେଷ୍ଟା କରୁଥିଲେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମା’ ସ୍ଥିରତାର ପ୍ରତୀକ ହୋଇପାରିଥିଲେ ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି।

ସେ ଏହା ମଧ୍ୟ ଲେଖିଛନ୍ତି ଯେ ତାଙ୍କ ମା’ ତାଙ୍କୁ ଅନୁଭବ କରାଇଛନ୍ତି ଯେ ଆନୁଷ୍ଠାନିକ ଭାବରେ ଶିକ୍ଷିତ ନ ହୋଇ ମଧ୍ୟ ଶିଖିବା ସମ୍ଭବ ।

ମା’ ହୀରାବେନଙ୍କ ଅତି ସରଳ ଜୀବନଯାପନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଜି ମଧ୍ୟ ମା’ଙ୍କ ନାମରେ କୌଣସି ସମ୍ପତ୍ତି ନାହିଁ। ମୁଁ ତାଙ୍କୁ କେବେ କୌଣସି ସୁନା ଅଳଙ୍କାର ପିନ୍ଧିଥିବାର ଦେଖି ନାହିଁ ଏବଂ ତାଙ୍କର ଏଥିପ୍ରତି ଆଗ୍ରହ ମଧ୍ୟ ନାହିଁ। ପୂର୍ବ ପରି ସେ ତାଙ୍କ ଛୋଟ କୋଠରୀରେ ଅତି ସରଳ ଜୀବନଯାବନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story