ମଝି ସମୁଦ୍ରରେ ପ୍ଲେନ୍‌ କ୍ରାସ୍‌: ଭଗ୍ନାବଶେଷ ଠାବ

ୟାଙ୍ଗନ(ମ୍ୟାନ୍‌ମାର): ନିଖୋଜ୍‌ ବିମାନର ପତ୍ତା ମିଳିଲା। ଆଜି ମ୍ୟାନମାରର  ଡେବ୍ରିସ୍‌ର ଏକ ସେନା ବିମାନ  ନିଖୋଜ ହେବା ପରେ ଆଣ୍ଡାମାନ୍‌ ସମୁଦ୍ରରୁ ଠାବ କରାଯାଇଛି। ବହୁ ଖୋଜାଖୋଜି ପରେ ବିମାନଟିର ଭଗ୍ନବାବଶେଷ ଠାବ କରାଯାଇଛି। ସେନାର ପରିବାର ସଦସ୍ୟ ତଥା ୧୦୪ ଜଣ ଯାତ୍ରୀକୁ ନେଇ ବିମାନଟି ମ୍ୟଇକ୍‌ରୁ ୟାଙ୍ଗନ ଅଭିମୁଖେ ଯାତ୍ରା କରୁଥିଲା ।  ୧୮ ହଜାର ଫୁଟ୍ ଉପରେ ଯାତ୍ରା କରିବା ପରେ (ଆଜି ଦିନ ଗୋଟାଏ ୩୫ ମିନିଟରେ) ନିକଟସ୍ଥ ଏୟାର ଟ୍ରାଫିକ୍‌ […]

plane-1

plane-1

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 07:38 PM IST

Sports

Latest News

ୟାଙ୍ଗନ(ମ୍ୟାନ୍‌ମାର): ନିଖୋଜ୍‌ ବିମାନର ପତ୍ତା ମିଳିଲା। ଆଜି ମ୍ୟାନମାରର  ଡେବ୍ରିସ୍‌ର ଏକ ସେନା ବିମାନ  ନିଖୋଜ ହେବା ପରେ ଆଣ୍ଡାମାନ୍‌ ସମୁଦ୍ରରୁ ଠାବ କରାଯାଇଛି। ବହୁ ଖୋଜାଖୋଜି ପରେ ବିମାନଟିର ଭଗ୍ନବାବଶେଷ ଠାବ କରାଯାଇଛି। ସେନାର ପରିବାର ସଦସ୍ୟ ତଥା ୧୦୪ ଜଣ ଯାତ୍ରୀକୁ ନେଇ ବିମାନଟି ମ୍ୟଇକ୍‌ରୁ ୟାଙ୍ଗନ ଅଭିମୁଖେ ଯାତ୍ରା କରୁଥିଲା ।  ୧୮ ହଜାର ଫୁଟ୍ ଉପରେ ଯାତ୍ରା କରିବା ପରେ (ଆଜି ଦିନ ଗୋଟାଏ ୩୫ ମିନିଟରେ) ନିକଟସ୍ଥ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହ ଯୋଗାଯୋଗ ହୋଇ ପାରି ନ ଥିଲା।  ବିମାନଟି  ନିଖୋଜ ହେବା ପରେ ସଙ୍ଗେ ସଙ୍ଗେ ଖୋଜାଖୋଜି ଆରମ୍ଭ ହୋଥିଲା। ତେବେ ଡାୱଇ ସିଟିଠାରୁ ୨୧୮ କିମି ଦୂରରେ ବିମାନଟିକୁ ଆଣ୍ଡାମାନ ସମୁଦ୍ରରୁ  ଠାବ କରାଯାଇଛି। ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।

ସୌଜନ୍ୟ ଟାଇମ୍‌ସ୍‌ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story