“ବେଆଇନ ଭାବେ ନିର୍ମିତ ଘରୁ ହଟିବେ ଚନ୍ଦ୍ରବାବୁ”

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୁଣିଥରେ ହଟହଟା ହେବାକୁ ଯାଉଛନ୍ତି। ପୂର୍ବରୁ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଥିବା ଚନ୍ଦ୍ରବାବୁ ଏବଂ ଉଡାଭାଲ୍ଲିଠାରେ ନିର୍ମିତ ଘରୁ ବିଦାହେବେ ବୋଲି ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟ ରାଜଧାନୀ ବିକାଶ କର୍ତ୍ତୃପକ୍ଷ (ଏପିସିଆରଡିଏ)ର ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଥିବା ମଙ୍ଗଳଗିରି ବିଧାୟକ ଆଲ୍ଲା ରାମକୃଷ୍ଣ ରେଡ୍ଡି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଆନ୍ଧ୍ର ରାଜନୀତି ଏବେ ଜୋର ଧରିଛି। ସେ କହିଛନ୍ତି, କିଛି […]

chandrababu

chandrababu

Subrat Kumar Nayak
  • Published: Wednesday, 19 June 2019
  • Updated: 19 June 2019, 06:17 PM IST

Sports

Latest News

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୁଣିଥରେ ହଟହଟା ହେବାକୁ ଯାଉଛନ୍ତି। ପୂର୍ବରୁ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଥିବା ଚନ୍ଦ୍ରବାବୁ ଏବଂ ଉଡାଭାଲ୍ଲିଠାରେ ନିର୍ମିତ ଘରୁ ବିଦାହେବେ ବୋଲି ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟ ରାଜଧାନୀ ବିକାଶ କର୍ତ୍ତୃପକ୍ଷ (ଏପିସିଆରଡିଏ)ର ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଥିବା ମଙ୍ଗଳଗିରି ବିଧାୟକ ଆଲ୍ଲା ରାମକୃଷ୍ଣ ରେଡ୍ଡି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଆନ୍ଧ୍ର ରାଜନୀତି ଏବେ ଜୋର ଧରିଛି।

ସେ କହିଛନ୍ତି, କିଛି ଦିନ ଆଗରୁ ନାଇଡ଼ୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁମତି ମାଗିଥିଲେ ଯେ ସେ ତାଙ୍କ ଘରର ପରିସର ବଢ଼ାଇବାକୁ ଚାହୁଁଛନ୍ତି। ଦଳର କର୍ମୀମାନଙ୍କ ବୈଠକ ପାଇଁ ପ୍ରଜା ବେଦିକା ପ୍ରସ୍ତୁତି ପାଇଁ ଏପରି ବଢ଼ାଇବାକୁ ଚାହୁଁଛନ୍ତି ବୋଲି ସେ କାରଣ ଦର୍ଶାଇଥିଲେ। ବର୍ତ୍ତମାନ ବିରୋଧୀ ଦଳ ନେତା ଚନ୍ଦ୍ରବାବୁ କ୍ୟାବିନେଟ୍‌ ପାହ୍ୟା ଉପଭୋଗ କରୁଛନ୍ତି। ସେ ଏହାର ଉପଯୋଗ କରି ବିଲ୍ଡିଂ କମ୍ପ୍ଲେକ୍ସର ପରିସର ବଢ଼ାଇବାକୁ ଚାହୁଁଥିଲେ। ଏହି କୋଠା ଜଣେ ଶିଳ୍ପପତିଙ୍କ ନିର୍ମତ ଏବଂ ପୂର୍ବ ସରକାର ଚନ୍ଦ୍ରବାବୁଙ୍କ ରହିବା ପାଇଁ ଏହାକୁ ଭଡ଼ାରେ ନେଇଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏହାର ଉତ୍ତର ଦେଇନଥିବାବେଳେ ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶଙ୍କୁ ହରାଇଥିବା ରାମକୃଷ୍ଣ ଗଣମାଧ୍ୟମକୁ କହିଛନ୍ତି, ଚନ୍ଦ୍ରବାବୁ ଏହି ଘରୁ ହଟିବେ। ଏହି ନିର୍ମାଣ ବେଆଇନ ଏବଂ ପରିବେଶ ସମ୍ବନ୍ଧିତ ନିୟମର ଉଲ୍ଲଂଘନ ହୋଇଥିବାରୁ ସରକାର ଆଇନ ଅନୁଯାୟୀ ତାଙ୍କୁ ଏହି ଘରୁ ହଟାଇବେ। ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ଏକ ବେଆଇନ ନିର୍ମିତ ଘରେ ସେ ରହୁଛନ୍ତି କିପରି। ରାମକୃଷ୍ଣ ପୂର୍ବରୁ କୃଷ୍ଣା ନଦୀ କୂଳରେ ନିର୍ମିତ ଘର ଗୁଡ଼ିକ ବେଆଇନ ଦର୍ଶାଇ ହାଇ କୋର୍ଟ ଯାଇଥିଲେ।

ରାଜଧାନୀ ଅମରାବତୀ ବାବଦରେ ବଡ଼ ବଡ଼ କଥା କହୁଥିଲେ ମଧ୍ୟ ନିଜେ ଚନ୍ଦ୍ରବାବୁ ସେଠାରେ ଘର ନିର୍ମାଣ କରିନାହାନ୍ତି। କିନ୍ତୁ ନିଜେ ସେଠାରେ ଘର କରିନାହାନ୍ତି ବୋଲି ଶ୍ରୀ ରେଡ୍ଡି କହିଛନ୍ତି। ନାଇଡ଼ୁ ଏହି ନଦୀ କୂଳରେ ନିର୍ମିତ ବଙ୍ଗଳାରେ ଗତ ୪ ବର୍ଷ ହେଲା ରହି ଆସୁଛନ୍ତି। ହାଇଦ୍ରାବାଦରୁ ରାଜ୍ୟ ପ୍ରଶାସନ ବିଜୟୱାଡ଼ା ଉଠିଆସିବା ପରେ ସେ ଏହି ଘରେ ରହୁଛନ୍ତି।

ଟିଡିପି ପକ୍ଷରୁ ବିଧାୟକ ପାୟୁଭୁଲା କେଶବ କହିଥିଲେ, ୱାଇଏଏସ୍‌ଆର ହୀନ ରାଜନୀତି କରୁଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପ୍ରତିଶୋଧ ପରାୟଣ ରାଜନୀତି କରିବେନି ବୋଲି କହୁଥିବାବେଳେ ତାଙ୍କ ବିଧାୟକ ମାନେ ଏପରି ରାଜନୀତି କରୁଛନ୍ତି। ମାମଲା ଯେତେବେଳେ କୋର୍ଟରେ ଥାଏ ଅନ୍ୟମାନଙ୍କୁ ମନ୍ତବ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story