ନାଇଜେରିଆ: ମେନ୍ୟୁରେ ମଣିଷ ମାଂସ, ରେସ୍ତୋରାଁକୁ ସିଲ୍ କଲା ପୋଲିସ୍

ନୂଆଦିଲ୍ଲୀ: ଏହି ଖବର ପଢିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।  ନାଇଜେରିଆର ଏକ ରେସ୍ତୋରାଁରେ ଗ୍ରାହକଙ୍କୁ ପରସା ଯାଉଥିଲା ମଣିଷ ମାଂସ । ଆଉ ଏହା ଜଣାପଡିବା ପରେ ସ୍ଥାନୀୟ ପୋଲିସ୍  ଏହି ରେସ୍ତୋରାଁକୁ ବନ୍ଦ କରିଦେଇଛି। ନାଇଜେରିଆର ଦକ୍ଷିଣ-ପୂର୍ବ ଅଞ୍ଚଳ ଅନମବରାରେ ଥିବା ଏହି ରେସ୍ତୋରାଁରେ ଗ୍ରାହକ ମାନଙ୍କୁ ମଣିଷ ମାଂସ ଖାଇବାକୁ ଦିଆଯାଉଛି ବୋଲି ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସେଠାରେ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ […]

meat-

meat-

Rakesh Mallick
  • Published: Sunday, 17 May 2015
  • Updated: 04 May 2017, 03:45 PM IST

Sports

Latest News

ନୂଆଦିଲ୍ଲୀ: ଏହି ଖବର ପଢିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।  ନାଇଜେରିଆର ଏକ ରେସ୍ତୋରାଁରେ ଗ୍ରାହକଙ୍କୁ ପରସା ଯାଉଥିଲା ମଣିଷ ମାଂସ । ଆଉ ଏହା ଜଣାପଡିବା ପରେ ସ୍ଥାନୀୟ ପୋଲିସ୍  ଏହି ରେସ୍ତୋରାଁକୁ ବନ୍ଦ କରିଦେଇଛି।

ନାଇଜେରିଆର ଦକ୍ଷିଣ-ପୂର୍ବ ଅଞ୍ଚଳ ଅନମବରାରେ ଥିବା ଏହି ରେସ୍ତୋରାଁରେ ଗ୍ରାହକ ମାନଙ୍କୁ ମଣିଷ ମାଂସ ଖାଇବାକୁ ଦିଆଯାଉଛି ବୋଲି ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସେଠାରେ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୋଲିସକୁ  ମିଳିଥିଲା ରକ୍ତ ଭିଜା ଏକ ପ୍ଲାଷ୍ଟିକ ବ୍ୟାଗ୍ । ଏହି ବ୍ୟାଗରେ ଥିଲା କେତୋଟି ମଣିଷ ଖପୁରୀ। ପୋଲିସ୍ ସେଗୁଡିକୁ ଜବତ କରିଥିଲା ଓ ରେସ୍ତୋରାଁର ୧୦ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା ।  ପୋଲିସ୍ ଏହି ରେସ୍ତୋରାଁରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ।

ଏହି ରେସ୍ତୋରାଁକୁ ଦିନେ ଜଣେ ପାଦ୍ରୀ ଖାଇବାକୁ ଆସିଥିଲେ । ଖାଇବା ପରେ ୭୦୦ ନାଇରା(ପ୍ରାୟ ୨.୨୦ ୟୁରୋ) ବିଲ୍ ଆସିଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କର ଖାଇବାନୁଯାୟୀ ବିଲ୍ ବହୁ କମ୍ ଆସିଥିଲା । ତେଣୁ ଏ ସମ୍ପର୍କରେ ସେ ରେସ୍ତୋରାଁର ଜଣେ କର୍ମଚାରୀଙ୍କୁ ପଚାରିଥିଲେ । ରେସ୍ତୋରାଁ କର୍ମଚାରୀ ଜଣଙ୍କ ତାଙ୍କୁ କହିଥିଲେ ଯେ ଖାଇବାରେ ଛେଳି ମାଂସର ଛୋଟ ଛୋଟ ଖଣ୍ଡ ଦିଆଯାଇଥିଲା ତେଣୁ ବିଲ୍ କମ୍ ଆସିଛି । ଏହି ରେସ୍ତୋରାଁରେ ମଣିଷ ମାଂସ ଦିଆଯାଉଥିବା କଥା ପ୍ରଘଟ ହେବା ପରେ ପାଦ୍ରୀ ଜଣକ କହିଛନ୍ତି, ସେ ଆଦୌ ଜାଣିପାରିନଥିଲେ ଯେ ତାଙ୍କୁ ମଣିଷ ମାଂସ ପରସା ଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story