ନୂଆଦିଲ୍ଲୀ: ଆଜି ଆସିବ ୧୨୫ ଟଙ୍କିଆ କଏନ୍। ଉପରାଷ୍ଟ୍ରପତି ଏମ୍.କେ ଭେଙ୍କେୟା ନାଇଡୁ ଏହି କଏନ୍କୁ ଉନ୍ମୋଚନ କରିବେ। ପି ସି ମହାଲନୋବିସ୍ଙ୍କ ୧୨୫ତମ ଜୟନ୍ତୀ ଏବଂ ପରିସଂଖ୍ୟାନ (Statistics Day ) ଦିବସ ଅବସରରେ ଏହି କଏନଙ୍କୁ ଦେଶ ଉଦ୍ଦେଶ୍ୟରେ ଜାରି କରିବେ ଭେଙ୍କେୟା। ଏଥିସହ ୫ ଟଙ୍କିଆ ନୂଆ ମୁଦ୍ରା ମଧ୍ୟ ଜାରି ହେବ। ମିଳିଥିବା ସୂଚନା ଅନୁଯାୟୀ, ପି ସି ମହାଲନୋବିସ୍ଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ ଉପରାଷ୍ଟ୍ରପତି ଏହି କଏନର ଉନ୍ମୋଚନ କରିବେ। ଜୁନ୍ ୨୯କୁ ପ୍ରତିବର୍ଷ ପରିସଂଖ୍ୟାନ ଦିବସ ହିସାବରେ ଜାତୀୟସ୍ତରରେ ପାଳନ କରିବା ପାଇଁ ସରକାର ୨୦୦୭ରେ ନିଷ୍ପତ୍ତି ନେଥିଲେ। ସେବେଠାରୁ ଏହ ଦିବସ ପାଳନ ହୋଇ ଆସୁଛି। ୨୦୧୬ ନଭେମ୍ବର ମାସରେ ବିମୁଦ୍ରାୟନ ପରେ ସରକାର ୨୦୦, ୫୦୦ ଏବଂ ୨୦୦ଟଙ୍କିଆର ନୂଆ ନୋଟ ଜାରି କରିସାରିଛନ୍ତି। ଏବେ କଏନ କ୍ଷେତ୍ରରେ ପ୍ରଥମଥର ପାଇଁ ଏକ ବଡ଼ ମୂଲ୍ୟର ମୁଦ୍ରା ୧୨୫ ଟଙ୍କିଆ କଏନକୁ ଜାରି କରିବାକୁ ଯାଉଛନ୍ତି ଭାରତ ସରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।