ବିମାନ ଦୁର୍ଘଟଣାର ମୃତକଙ୍କୁ ଉତ୍ସର୍ଗୀକୃତ ସ୍ମୃତି ସ୍ତମ୍ଭ ଲୋକାର୍ପଣ କଲେ ମୋଦି

ପ୍ୟାରିସ୍‌: ୧୯୬୬ ମସିହାରେ ଏକ ବିମାନ ଦୁର୍ଘଟଣାରେ ଭାରତର ପରମାଣୁ କାର୍ଯ୍ୟକ୍ରମର ଜନକ ହୋମି ଜାହାଙ୍ଗୀର ଭାବାଙ୍କର ମୃତ୍ୟୁ ଆଜିବି ସବୁ ଭାରତୀୟଙ୍କ ପାଇଁ ଏକ ଦୁଃଖଦ ଘଟଣା ହୋଇ ରହିଛି। ଆଜି ଏହି ଦୁର୍ଘଟଣାରେ ମୃତ ୧୧୭ ଜଣଙ୍କ ସହିତ ୧୯୫୦ ମସିହାର ଏକ ବିମାନ ଦୁର୍ଘଟଣାର ୪୮ଜଣ ଯାତ୍ରୀଙ୍କୁ ଉତ୍ସର୍ଗୀକୃତ ଏକ ସ୍ମୃତି ସ୍ତମ୍ଭ ଫ୍ରାନ୍ସଠାରେ ଉନ୍ମୋଚିତ ହୋଇଛି। ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍ମୃତିସ୍ତମ୍ଭ ଉନ୍ମୋଚନ କରିଛନ୍ତି। ମୋଦି ୟୁନେସ୍କୋ […]

france

france

Subrat Kumar Nayak
  • Published: Friday, 23 August 2019
  • Updated: 23 August 2019, 06:03 PM IST

Sports

Latest News

ପ୍ୟାରିସ୍‌: ୧୯୬୬ ମସିହାରେ ଏକ ବିମାନ ଦୁର୍ଘଟଣାରେ ଭାରତର ପରମାଣୁ କାର୍ଯ୍ୟକ୍ରମର ଜନକ ହୋମି ଜାହାଙ୍ଗୀର ଭାବାଙ୍କର ମୃତ୍ୟୁ ଆଜିବି ସବୁ ଭାରତୀୟଙ୍କ ପାଇଁ ଏକ ଦୁଃଖଦ ଘଟଣା ହୋଇ ରହିଛି। ଆଜି ଏହି ଦୁର୍ଘଟଣାରେ ମୃତ ୧୧୭ ଜଣଙ୍କ ସହିତ ୧୯୫୦ ମସିହାର ଏକ ବିମାନ ଦୁର୍ଘଟଣାର ୪୮ଜଣ ଯାତ୍ରୀଙ୍କୁ ଉତ୍ସର୍ଗୀକୃତ ଏକ ସ୍ମୃତି ସ୍ତମ୍ଭ ଫ୍ରାନ୍ସଠାରେ ଉନ୍ମୋଚିତ ହୋଇଛି। ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍ମୃତିସ୍ତମ୍ଭ ଉନ୍ମୋଚନ କରିଛନ୍ତି।

ମୋଦି ୟୁନେସ୍କୋ ମୁଖ୍ୟାଳୟଠାରେ କହିଥିଲେ, ମୁଁ ପରମାଣୁ ବିଜ୍ଞାନୀ ହୋମି ଜାହାଙ୍ଗୀର ଭାବାଙ୍କ ସମେତ ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଦୁଇଟି ବିମାନ ଦୁର୍ଘଟଣାରେ ଏମାନେ ପ୍ରାଣ ହରାଇଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମାଲବାର ପ୍ରିନ୍‌ସେସ୍‌ ନାମକ ଏୟାର ଇଣ୍ଡିଆ ବିମାନଟି ମଣ୍ଟ ବ୍ଲାଙ୍କଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ମୁମ୍ବାଇରୁ (ସେତେବେଳର ବମ୍ବେ) ଲଣ୍ଡନ୍‌ ଯାଉଥିଲା। ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ୨ ଦିନ ଡେରି ହୋଇଥିଲା।

୧୯୬୬ ମସିହାର ଦୁର୍ଘଟଣା କିନ୍ତୁ ଆହୁରି ଭୟଙ୍କର ଥିଲା। କାରଣ ଏଥିରେ ମୃତ ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିଲା ଏବଂ ସେମାନଙ୍କ ମଧ୍ୟରେ ଥିଲେ ଭାରତର ପରମାଣୁ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବା। ସେ ଭିଏନା ଗସ୍ତରେ ଯାଉଥିଲେ। ସେ ସେହି ସମୟରେ ଭାରତୀୟ ପରମାଣୁ ଶକ୍ତି କମିଶନର ଅଧ୍ୟକ୍ଷ ଥିଲେ। ତଦନ୍ତରୁ ଜଣାପଡ଼ିଥିଲା, ବମ୍ବେରୁ ନ୍ୟୁୟର୍କ ଯାଉଥିବା ଏହି ବିମାନର ଦୁର୍ଘଟଣା ପଛର କାରଣ ଥିଲା ଜେନେଭା ବିମାନ ବନ୍ଦର ଏବଂ ପାଇଲଟ୍‌ଙ୍କ ମଧ୍ୟରେ ଭୁଲ ବୁଝାମଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story